ପବିତ୍ର ବନ୍ଧନ

ଉଇକିପିଡ଼ିଆ‌ରୁ
ପବିତ୍ର ବନ୍ଧନ
ନିର୍ଦ୍ଦେଶକରବି କିନ୍ନାଗି
ପ୍ରଯୋଜକଅଶୋକ କୁମାର ଲେଙ୍କା
କଳାକାରମିହିର ଦାସ, ରଚନା ବାନାର୍ଜୀ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ
୧୨ ଜାନୁଆରୀ ୧୯୯୯
ଦେଶଭାରତ
ଭାଷାଓଡ଼ିଆ

ପବିତ୍ର ବନ୍ଧନ ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା । ନିର୍ଦ୍ଦେଶକ ରବି କିନ୍ନାଗୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନାରେ ହେଇଥିଲେ ।[୧]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅମରେନ୍ଦ୍ର ମହାନ୍ତି[୩] ଦେବୀଶ୍ୱେତା ମିଶ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. ମହାପାତ୍ର, ରାଧାନାଥ. "ଓଡ଼ିଆ କାହାଣୀର ଟେକ ରଖିଛି 'ଚିନି'". ନଜର୍ (ନିତିଦିନ). Retrieved 25 September 2016.[permanent dead link]
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  3. "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.

ଅଧିକ ତଥ୍ୟ[ସମ୍ପାଦନା]