ସୁହାଗ ସିନ୍ଦୂର
Jump to navigation
Jump to search
ସୁହାଗ ସିନ୍ଦୂର | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଦେବୁ ବୋଷ, ହର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୯୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସୁହାଗ ସିନ୍ଦୂର [୧] ୧୯୯୬ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ସୁହାଗ ସିନ୍ଦୂର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସିଦ୍ଧାନ୍ତ ମହାପାତ୍ର
- ରଚନା ବାନାର୍ଜୀ
- ବିଜୟ ମହାନ୍ତି
- ଉତ୍ତମ ମହାନ୍ତି
- ଦେବୁ ବୋଷ
- ହର ପଟ୍ଟନାୟକ
- ପ୍ରଦ୍ୟୁମ୍ନ ଲେଙ୍କା
- ଜୟୀରାମ ସାମଲ
ଆଧାର[ସମ୍ପାଦନା]
- ↑ ସୁହାଗ ସିନ୍ଦୂର ଇଣ୍ଟରନେଟ ମୁଭି ଡାଟାବେସରେ