ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ

ଉଇକିପିଡ଼ିଆ ରୁ
Jump to navigation Jump to search
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକରତିକାନ୍ତ କାନୁନ୍‌ଗୋ
ପ୍ରମୋଦ କୁମାର ସ୍ୱାଇଁ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସୁଚିସ୍ମିତା କାନୁନ୍‌ଗୋ
କଳାକାରମିହିର ଦାସ
ସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ଅସୀତ ପତି
ଉତ୍ତମ ମହାନ୍ତି
ମୀନକେତନ
ସ୍ନିଗ୍ଧା ମହାନ୍ତି
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରତିକାନ୍ତ କାନୁନ୍‌ଗୋ ଏବଂ ପ୍ରମୋଦ କୁମାର ସ୍ୱାଇଁ ।[୧] ସୁଚିସ୍ମିତା କାନୁନ୍‌ଗୋ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟି ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ । ଅସିତ ପତି, ଉତ୍ତମ ମହାନ୍ତି, ମୀନକେତନ, ସ୍ନିଗ୍ଧା ମହାନ୍ତି, ବୀଣା ମହାରଣା, ଦିପ୍ତି ପଣ୍ଡା, ଅଶୋକ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୬] ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ସୁବାସ ଦାସ, ଅଭୟ ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ପ୍ରିତିନନ୍ଦା ରାଉତରାୟ, ଅରବିନ୍ଦ ଷଡ଼ଙ୍ଗୀ, ଶୈଳଭାମା ମହାପାତ୍ର, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଭାଇ ତୋତେ ମୋର ରହିଲା ରାଣ" 
2."ଫୁଲର ପାହାଡ଼" 
3."ରାଖି ପୁନେଇଁରେ" 
4."ଅଳତା ସିନ୍ଦୂର" 
5."ରାଖି ବାନ୍ଧିଲି ମୋ ରଖିବ ମାନ" 
6."ଛୁଇଁ ଦେଇ କ‌ହୁଛ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 27 August 2018. Retrieved 27 August 2018. Invalid |dead-url="no" (help)
  2. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 27 August 2018. Retrieved 27 August 2018.
  3. "ରୂପେଲୀ ପରଦାରେ ରାକ୍ଷୀ - SamajaLive.in". SamajaLive.in. 25 August 2018. Archived from the original on 27 August 2018. Retrieved 27 August 2018. Invalid |dead-url="no" (help)
  4. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  5. "ଏହି ଓଲିଉଡ଼୍‍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା | Sambad". Sambad. 27 December 2017. Archived from the original on 1 September 2018. Retrieved 1 September 2018.
  6. "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 7 September 2018. Retrieved 7 September 2018.

ବାହାର ଆଧାର[ସମ୍ପାଦନା]