ବାଜି

ଉଇକିପିଡ଼ିଆ‌ରୁ
ବାଜି
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକନମିତା ଦାସ, ସସ୍ମିତା ଦାସ
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟଅଶୋକ ପତି
କାହାଣୀଅଶୋକ ପତି
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ ଦାସ, ବିଜୟ ମହାନ୍ତି, ମିହିର ଦାସ, ଅନିତା ଦାସ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଶାମ୍ବା ଶିବ ରାଓ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ବାଜି, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଦାସ ଏବଂ ସସ୍ମିତା ଦାସ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ ଦାସ । ବିଜୟ ମହାନ୍ତି, ମିହିର ଦାସ, ଅନିତ ଦାସ, ଉତ୍ତମ ମହାନ୍ତି, ଅଶ୍ରୁମୋଚନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ପ୍ରଥମେ ସିଦ୍ଧାନ୍ତ ସହ ଅନୁଭବ ମହାନ୍ତିଙ୍କୁ ଚୟନ କରାଯାଇଥିଲା, ମାତ୍ର ଅନୁଭବଙ୍କ ହାତରେ ସମୟ ନଥିବାରୁ ପରେ ଶ୍ରୀତମଙ୍କୁ ନିଆଯାଇଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ରଦେବଦାସ ଛୋଟରାୟ, ନିମାଇଁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହ‌ମଦ ଅଜିଜ୍, ଇରା ମହାନ୍ତି, ଉଦିତ ନାରାୟଣ, ନିଜାମ୍ ଶିବା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆଖିରେ ତୋର ଶାମୁକା" 
2."ଛମ୍ ଛମ୍ କ‌ହେ ତୁମ" 
3."ଡାକରା ଆସିଛି ଆଜି" 
4."ଦୁନିଆ ଆମ ଦୁନିଆ" 
5."ଏମିତି ଏକ ଚେହେରା" 
6."ସେଇ ଚିହ୍ନା ମୁହଁ" 

ଆଧାର[ସମ୍ପାଦନା]

  1. "Ollywood Stars Anu & Sritam To Recreate Magic In 'Maa Ra Mamata'". Odisha Bytes. 1 August 2021. Archived from the original on 2 August 2021. Retrieved 7 December 2021.
  2. "'ବାଜି' ମାରିନେଇଥିଲେ ଶ୍ରୀତମ୍‌ | Sambad". Sambad. 28 November 2018. Archived from the original on 2 December 2018. Retrieved 2 December 2018.
  3. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  4. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
  5. Palit, Ashok (28 July 2021). "Odia film 'Maa ra Mamata' is all set to release soon". Odisha News Times. Archived from the original on 7 December 2021. Retrieved 7 December 2021.
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ବାଜି