ପହିଲି ରଜ

ଉଇକିପିଡ଼ିଆ‌ରୁ
ପହିଲି ରଜ
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକନିରଞ୍ଜନ ରଣା
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଡଃ ରଜନୀ ରଞ୍ଜନ
କାହାଣୀଗୀତାଞ୍ଜଳୀ ରଣା
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ମୀନକେତନ, ଦେବୁ ବୋଷ
ସଙ୍ଗୀତରବିନାରାୟଣ ନନ୍ଦ
ମୁକ୍ତିଲାଭ ତାରିଖ
୭ ଜୁଲାଇ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ପ‌ହିଲି ରଜ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା[୧] ଗୀତାଞ୍ଜଳୀ ରଣା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀମିହିର ଦାସ, ପ୍ରିୟଙ୍କା ମହାପାତ୍ର, ମୀନକେତନ, ଦେବୁ ବୋଷ, ସରୋଜ ଦାସ, ହାଡ଼ୁ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ଦେବାଶିଷ ପାତ୍ର, ଜୟୀରାମ ସାମଲ, ବ୍ରଜ ସିଂହ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ, ନିକି, ସୀମ୍‌ରନ୍, ଖୁସି ଆଦି ଶିଶୁ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରବିନାରାୟଣ ନନ୍ଦଦେବଦାସ ଛୋଟରାୟ ଏବଂ ପଞ୍ଜାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଗୋବିନ୍ଦ ଚନ୍ଦ୍ର, ପାମେଲା ଜୈନ, ମାମୁନ୍, ତପୁ ମିଶ୍ର, ଉଦିତ ନାରାୟଣ, ମାନସ ପ୍ରୀତମ, ସୁଲଗ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."କେମିତ ସଖି ତୁ" 
2."ସପନର ଆର ପାରି ଗାଁ" 
3."ଯୋଡ଼ି ମହୁରୀ ଦିଅ ଲୋ" 
4."ଆଇଲାରେ ପ‌ହିଲି ରଜ" 
5."ଆଖି ବୁଜିଲି" 

ଆଧାର[ସମ୍ପାଦନା]

  1. "Target odia movie mahurat". Incredible Orissa. 24 December 2012. Retrieved 2 December 2017.
  2. "ତାପସଙ୍କ ଫିଲ୍ମରେ ଅନୁ". ନିର୍ଭୟ. 3 September 2022. Archived from the original on 21 August 2023. Retrieved 21 August 2023.
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  4. "ଶ୍ରେଷ୍ଠ ଦେବାଶିଷ". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.
  5. "ଗୁଡ୍ଦୁ ଗ୍ୟାଙ୍ଗ୍‌ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.

ବାହାର ଆଧାର[ସମ୍ପାଦନା]