ଲକ୍ଷ୍ମୀ ପ୍ରତିମା
Appearance
ଲକ୍ଷ୍ମୀ ପ୍ରତିମା | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସିନ |
ପ୍ରଯୋଜକ | ଅଶୋକ ନନ୍ଦ |
ଚିତ୍ରନାଟ୍ୟ | ବିଜୟ ମିଶ୍ର |
କାହାଣୀ | ମହମ୍ମଦ ମହସିନ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ |
ଚିତ୍ରଗ୍ରହଣ | ସତିସ କୁମାର |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧କୋଟି ୨ଲକ୍ଷ ୬୦ହଜାର |
ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ପ୍ରତିମା ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା । ସରୋଜ ନନ୍ଦ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ଚଳଚ୍ଚିତ୍ରଟି ବହୁ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ରଚନା ବାନାର୍ଜୀ
- ସିଦ୍ଧାନ୍ତ ମହାପାତ୍ର
- ଅନିତା ଦାସ
- ଦେବୁ ବୋଷ
- ମିହିର ଦାସ[୩]
- ବିଜୟ ମହାନ୍ତି
- ଶ୍ରୀତମ ଦାସ
- ନମ୍ରତା ଦାସ
- ଜୟୀରାମ ସାମଲ
ଆଧାର
[ସମ୍ପାଦନା]- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 10 December 2017. Retrieved 5 December 2017.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷ୍ମୀ ପ୍ରତିମା