Jump to content

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
(Binayak Acharya Collegeରୁ ଲେଉଟି ଆସିଛି)
ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ
ସ୍ଥାପିତ୧୯୭୮
ପ୍ରକାରସର୍ବସାଧାରଣ
ଅଧ୍ୟକ୍ଷଡଃ ମହେନ୍ଦ୍ର ମିଶ୍ର
ଅବସ୍ଥାନବ୍ରହ୍ମପୁର, ଓଡ଼ିଶା, ଭାରତ
ୱେବସାଇଟbinayakacharyacollege.in

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ବ୍ରହ୍ମପୁର ସହରର ହରିଡାଖଣ୍ଡି ଅଞ୍ଚଳରେ ଅବସ୍ଥିତ । ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ ।[]

ଇତିହାସ

[ସମ୍ପାଦନା]

ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟି ୧୯୭୮-୭୯ ଶିକ୍ଷାବର୍ଷରେ ଖଲ୍ଲିକୋଟ ମହାବିଦ୍ୟାଳୟର ଏକ ପରିବର୍ଦ୍ଧିତ ଶାଖା ଭାବରେ ଆସ୍କା ରୋଡ୍‌ସ୍ଥିତ ମୁନିସିପାଲ ହାଇସ୍କୁଲ ପରିସରରେ କାର୍ଯ୍ୟ କରିବା ଆରମ୍ଭ କଲା । ତେବେ ୧୯୮୧-୮୨ ଶିକ୍ଷାବର୍ଷରୁ ଏହା ମୂଳ ମହାବିଦ୍ୟାଳୟରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଅନୁଷ୍ଠାନର ମର୍ଯ୍ୟାଦା ପାଇଲା । ୩୧ ଅକ୍ଟୋବର ୧୯୮୯ ପରଠାରୁ ଏହି ମହାବିଦ୍ୟାଳୟ ହରିଡାଖଣ୍ଡିସ୍ଥିତ ନିଜସ୍ୱ କୋଠାରେ ଚାଲୁଅଛି । ମହାବିଦ୍ୟାଳୟଟି NAACଦ୍ୱାରା C++ ମାନ୍ୟତା ପ୍ରାପ୍ତ ହୋଇଛି ।।[]

ପାଠ୍ୟକ୍ରମ

[ସମ୍ପାଦନା]

କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ପାଇଁ ଏଠାରେ ବ୍ୟବସ୍ଥା ରହିଛି ।

  1. "List of Colleges in Berhampur University". Retrieved 30 June 2017.
  2. "NAAC ACCREDITED INSTITUTIONS". Archived from the original on 8 July 2017. Retrieved 30 June 2017.

ବାହାର ଲିଙ୍କ

[ସମ୍ପାଦନା]