ସମ୍ବଲପୁର ବିଶ୍ବବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ସମ୍ବଲପୁର ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ବିଦ୍ୟୟା ବିନ୍ଦତୋମୃତମ"
ସ୍ଥାପିତ୪ ଜାନୁୟାରୀ ୧୯୬୩
ପ୍ରକାରସାର୍ବଜନିକ
କୁଳାଧିପତିଏସ. ସି. ଜମିର
କୁଳପତିପ୍ରାଧ୍ୟାପକ ଚିତ୍ତ ରଞ୍ଜନ ତ୍ରିପାଠୀ
ଅବସ୍ଥାନବୁର୍ଲା , ସମ୍ବଲପୁର, ଓଡ଼ିଶା, ଭାରତ India
ପରିସରଜ୍ୟୋତିବିହାର ,ନଗର
ଅନୁବନ୍ଧନବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ,
ୱେବସାଇଟhttp://www.suniv.ac.in/index.html


ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ତୃତୀୟ ପୁରାତନ ବିଶ୍ୱବିଦ୍ୟାଳୟ ଯାହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ଥାପନ ହବାର ଦୁଇ ଦିନ ପରେ ୧୯୬୩ ମସିହା, ଜାନୁୟାରୀ ୪ ତାରିଖ ଦିନ ସ୍ଥାପନା କରା ଯାଇଥିଲା। ପଶ୍ଚିମ ଓଡ଼ିଶାର ଉଚ୍ଚତର ଶିକ୍ଷାର ବିକାଶ କ୍ଷେତ୍ରରେ ଏହା ଏକ ବହୁତ ବଡ଼ ପଦକ୍ଷେପ ଥିଲା। ଜ୍ୟୋତିବିହାର ଭାବେ ପରିଚିତ ଏହାର ପରିସର ସମ୍ବଲପୁର ସହରଠାରୁ ୧୫ କି.ମି. ଦୂର ବୁର୍ଲାଠାରେ ଅବସ୍ଥିତ।

ଇତିହାସ[ସମ୍ପାଦନା]

ଅବସ୍ଥିତି[ସମ୍ପାଦନା]

ପରିସରରେ ଉପଲବ୍ଧ ସୁବିଧା[ସମ୍ପାଦନା]