ନାରୀ (୧୯୬୩ର ଚଳଚ୍ଚିତ୍ର)
ନାରୀ | |
---|---|
ନିର୍ଦ୍ଦେଶକ | ନରେନ୍ଦ୍ର କୁମାର ମିତ୍ର, ବି. ତ୍ରିଲୋଚନ |
କଳାକାର | ଅନିମା, ଅଶୋକ, ଦୁର୍ଲଭ |
ସଙ୍ଗୀତ | କାଳିଚରଣ ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୬୩ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୬୬ ହଜାର ଟଙ୍କା |
ନରେନ୍ଦ୍ର କୁମାର ମିତ୍ର ଓ ବି. ତ୍ରିଲୋଚନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ନାରୀ [୧] ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ[ସମ୍ପାଦନା]
ଓଡ଼ିଆ ଚଳଚ୍ଚିତ୍ର ‘ନାରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ପୁରସ୍କାର[ସମ୍ପାଦନା]
- ୧୯୬୪ରେ ଏହି ଚଳଚ୍ଚିତ୍ର ରାଷ୍ଟ୍ରପତି ରୋପ୍ୟ ପଦକ ପୁରସ୍କାର ପାଇଥିଲା ।[୨]