ଗପ ହେଲେ ବି ସତ

ଉଇକିପିଡ଼ିଆ‌ରୁ
ଗପ ହେଲେ ବି ସତ
ନିର୍ଦ୍ଦେଶକନଗେନ ରାୟ
ପ୍ରଯୋଜକସୁବିମଳ ଚନ୍ଦ୍ର ମଲିକ
ଚିତ୍ରନାଟ୍ୟପି. ଡ଼ି. ସେନୟ
କାହାଣୀବସନ୍ତ ମହାପାତ୍ର
କଳାକାରହରିଶ ମହାପାତ୍ର, ବନଜା ମହାନ୍ତି, ଦୁର୍ଲଭ, ସୁରେଶ ମହାପାତ୍ର
ସଙ୍ଗୀତଭୁବନେଶ୍ୱର ମିଶ୍ର, ହରିପ୍ରସାଦ ଚୌରାଶିଆ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକଜାଗ୍ରିତ୍ କାମ୍ବଲେ
ମୁକ୍ତିଲାଭ ତାରିଖ
୧୬ ଜୁଲାଇ ୧୯୭୬[୧]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮ଲକ୍ଷ

ନଗେନ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ସମ୍ପୁର୍ଣ୍ଣ ରଙ୍ଗୀନ[୨] ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ[୩] ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା । [୪]

ଅଭିନୟରେ[ସମ୍ପାଦନା]

'ଗପ ହେଲେ ବି ସତ'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୫]

ଗୀତ ଓ ସଂଗୀତ[ସମ୍ପାଦନା]

ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ରହରିପ୍ରସାଦ ଚୌରାଶିଆ

ଗୀତ ଗୀତିକାର ଗାୟକ/ ଗାୟିକା
"ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ" ଗୁରୁକୃଷ୍ଣ ଗୋସ୍ୱାମୀ ସୁମନ କଲ୍ୟାଣପୁର,[୧୦] ଅମିତ କୁମାର
"ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ" ଗୁରୁକୃଷ୍ଣ ଗୋସ୍ୱାମୀ
"ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ" ଗୁରୁକୃଷ୍ଣ ଗୋସ୍ୱାମୀ

ଆଧାର[ସମ୍ପାଦନା]

  1. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 67–. ISBN 978-1-136-77284-9.
  2. Orissa reference: glimpses of Orissa. TechnoCAD Systems. 2001.
  3. "ଆର୍କାଇଭ୍ କପି". Archived from the original on 2015-07-01. Retrieved 2016-03-30. {{cite web}}: Cite has empty unknown parameter: |1= (help)
  4. Bhuyan, Kapilas. "75 YEARS OF ODIYA FILM MAKING : A FLASHBACK". Press Information Bureau. Retrieved 18 February 2014.
  5. "Gapa hela bi sata". Odiakhati.com. Archived from the original on 15 May 2015. Retrieved 18 February 2014.
  6. "ସିନେମା ପୋଷ୍ଟରରୁ". samajaepaper.in. Archived from the original on ୧୩ ଫେବୃଆରୀ ୨୦୨୧. Retrieved 13 February 2021. {{cite web}}: Check date values in: |archivedate= (help)
  7. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
  8. "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.{{cite news}}: CS1 maint: unrecognized language (link)
  9. "ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା". Odisha Sambad. ଭୁବନେଶ୍ୱର. 23 August 2023. Archived from the original on 24 August 2023. Retrieved 24 August 2023.
  10. "ଆଜି ମୁଁ ଶ୍ରାବଣୀ". ପ୍ରମେୟ. ୭ ଫେବୃଆରୀ ୨୦୨୨. p. ୧୪. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. {{cite web}}: Check date values in: |date= and |archivedate= (help)

ଅଧିକ ତଥ୍ୟ[ସମ୍ପାଦନା]