Jump to content

ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା

ଉଇକିପିଡ଼ିଆ‌ରୁ
ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା ଜିଲ୍ଲା
Location
ସ୍ଥାନରାୟଗଡ଼ା
Stateଓଡ଼ିଶା
Countryଭାରତ

ମା ମଙ୍ଗଳା ମା ମନ୍ଦିର ରାୟଗଡ଼ା ସହରର ରାଣୀଗୁଡା ଅଞ୍ଚଳରେ ଅବସ୍ଥିତ ।[] ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଏହି ମନ୍ଦିରରେ ମା ମଙ୍ଗଳା, ହନୁମାନ, ମା ସଙ୍କଟ ତାରିଣୀ ଓ ଭଗବାନ ରାମ ପୂଜା ପାଆନ୍ତି । ଏତଦ୍ ବ୍ୟତୀତ ଭଗବାନ ଶିବଙ୍କର ମଧ୍ୟ ଆରାଧନା କରାଯାଏ ।

ଇତିହାସ

[ସମ୍ପାଦନା]

୦୩.୦୯.୨୦୦୯ ମସିହାରେ ମନ୍ଦିରଟି ପ୍ରତିଷ୍ଠିତ । ସ୍ଥାନୀୟ ବାସିନ୍ଦା ମଦନ ମୋହନ ମିଶ୍ର ଏହାର ପ୍ରତିଷ୍ଠାତା ।

ପର୍ଯ୍ୟଟନ ଆକର୍ଷଣ

[ସମ୍ପାଦନା]

ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨ କି.ମି. ଏବଂ ହାତୀପଥର ନିକଟରେ ଅବସ୍ଥିତ ଏହି ମନ୍ଦିର ଏକ ପର୍ଯ୍ୟଟନ ଆକର୍ଷଣ ଅଟେ ।[][] ପର୍ଯ୍ୟଟକ ତଥା ଭକ୍ତମାନେ ଏଠାକୁ ବିଶେଷ ଭାବେରେ ମଙ୍ଗଳବାରରେ ବହୁସଂଖ୍ୟାରେ ଆସିଥାନ୍ତି । ମନ୍ଦିରରେ ପାଳିତ ହେଉଥିବା ପର୍ବ ମଧ୍ୟରେ ମହାଷ୍ଟମୀ, ଦଶହରା, ଶିବରାତ୍ରି, ରାମ ନବମୀ ଓ ପଣା ସଂକ୍ରାନ୍ତି ଅନ୍ୟତମ ।

  1. "temples in Rayagada". Retrieved 11 January 2016.
  2. "Rayagada". Retrieved 11 January 2016.
  3. "Rayagada Tourism". Archived from the original on 26 April 2016. Retrieved 11 January 2016.

ଅଧିକ ତଥ୍ୟ

[ସମ୍ପାଦନା]