ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି
Appearance
(Laxminarayan temple, Therubaliରୁ ଲେଉଟି ଆସିଛି)
ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ଥେରୁବାଲି |
State | ଓଡ଼ିଶା |
Country | ଭାରତ |
ଲକ୍ଷ୍ମୀନାରାୟଣ ମନ୍ଦିର ରାୟଗଡା ଜିଲ୍ଲାର ଥେରୁବାଲିସ୍ଥିତ ଇମ୍ଫା ପରିସର ମଧ୍ୟରେ ଅବସ୍ଥିତ । ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଏହି ମନ୍ଦିରରେ ଲକ୍ଷ୍ମୀ ନାରାୟଣ, ହନୁମାନ, ଜଗନ୍ନାଥ, ବଳଭଦ୍ର, ଓ ଶୁଭଦ୍ରା ପୂଜା ପାଆନ୍ତି । ଏତଦ୍ ବ୍ୟତୀତ ଭଗବାନ ଶିବଙ୍କର ମଧ୍ୟ ଆରାଧନା କରାଯାଏ ।[୧][୨][୩]
ଇତିହାସ
[ସମ୍ପାଦନା]ପ୍ରାୟ ଚଉଦ ବର୍ଷ ପୂର୍ବେ ଇମ୍ଫାଦ୍ୱାରା ନିର୍ମିତ ଏହି ମନ୍ଦିର ରାୟଗଡ଼ା ଜିଲ୍ଲାର ଏକ ପର୍ଯ୍ୟଟନସ୍ଥଳୀ ।[୪]
ପର୍ଯ୍ୟଟନ ଆକର୍ଷଣ
[ସମ୍ପାଦନା]ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୫ କି.ମି. ଦୂରରେ ଅବସ୍ଥିତ ଏହି ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳୀ ଅଟେ ।[୫][୬] ପର୍ଯ୍ୟଟକ ତଥା ଭକ୍ତମାନେ ଏଠାକୁ ବିଶେଷ ଭାବେରେ ମଙ୍ଗଳବାରରେ ବହୁସଂଖ୍ୟାରେ ଆସିଥାନ୍ତି ।[୭]
ଆଧାର
[ସମ୍ପାଦନା]- ↑ "Tourist Attractions". rayagada.nic.in. Retrieved 29 July 2015.
- ↑ "Laxminarayana temple". oddistricts.nic.in. Archived from the original on 24 September 2015. Retrieved 29 July 2015.
- ↑ "Article: Rayagada- The Land Of Natural Beauty. By Manoj Senapati". www.nuaodisha.com. Retrieved 30 July 2015.
- ↑ "INDIAN METALS AND FERRO ALLOYS LTD, Therubali". as1.ori.nic.in. Archived from the original on 31 July 2015. Retrieved 30 July 2015.
- ↑ Patra, Dasarathi. "Rayagada : The Treasure of Tribal Tourism and Culture" (PDF). Odishareview (November 2011): 63 to 68.
- ↑ "Laxminarayan Beauty of Temple,Rayagada District". Eodisha.org. Archived from the original on 30 September 2015. Retrieved 29 July 2015.
- ↑ "Laxminarayana Temple of Therubali". newodisha.in. Archived from the original on 30 September 2015. Retrieved 29 July 2015.
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |