ଜ୍ୟୋତିର୍ମୟୀ ମହାନ୍ତି

ଉଇକିପିଡ଼ିଆ‌ରୁ
(Jyotirmayee Mohantyରୁ ଲେଉଟି ଆସିଛି)
ଜ୍ୟୋତିର୍ମୟୀ ମହାନ୍ତି
ଜନ୍ମ
ଜ୍ୟୋତିର୍ମୟୀ ମହାନ୍ତି
ଜାତୀୟତା ଭାରତୀୟ
ପ୍ରସିଦ୍ଧିସାହିତ୍ୟିକ
ଉଲ୍ଲେଖନୀୟ କୃତି"ବିଜ୍ଞାନ ମୁଣି କହେ କାହାଣୀ"
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ[୧]

ଜ୍ୟୋତିର୍ମୟୀ ମହାନ୍ତି ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଶିଶୁ ସାହିତ୍ୟଭିତ୍ତିକ । ତାଙ୍କ ରଚିତ ଓଡ଼ିଆ ଜନପ୍ରିୟ ବିଜ୍ଞାନ ସମ୍ବନ୍ଧିତ ଶିଶୁ ସାହିତ୍ୟ ପୁସ୍ତକ "ବିଜ୍ଞାନ ମୁଣି କହେ କାହାଣୀ" ପାଇଁ ଓଡ଼ିଶା ସରକାର ତାଙ୍କୁ ୧୯୯୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୧][୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ), ୧୯୯୯
  • ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ, ୨୦୨୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ) [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Odisha Reference Annual - 2011: Odisha Sahitya Academy Awarded Books And Writers (PDF). Bhubaneswar: Information & Public Relations Department, Government of Odisha. 2011. Retrieved 17 August 2021.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. ଓଡ଼ିଶା ସାହିତ୍ୟ ଏକାଡେମୀ. 30 April 2021. Archived from the original on 30 April 2021. Retrieved 17 August 2021.{{cite web}}: CS1 maint: bot: original URL status unknown (link)
  3. "ଜଷ୍ଟିସ ଦୀପକ ମିଶ୍ର ପାଇବେ 'ଉତ୍କଳ ରତ୍ନ' ସମ୍ମାନ". ସମ୍ବାଦ. Archived from the original on 17 July 2023. Retrieved 17 July 2023.