Jump to content

ରମେଶ ଚନ୍ଦ୍ର ଭଞ୍ଜ

ଉଇକିପିଡ଼ିଆ‌ରୁ
(ରମେଶଚନ୍ଦ୍ର ଭଞ୍ଜରୁ ଲେଉଟି ଆସିଛି)
ରମେଶ ଚନ୍ଦ୍ର ଭଞ୍ଜ
ରମେଶ ଚନ୍ଦ୍ର ଭଞ୍ଜ
ଜନ୍ମ(1941-04-17)୧୭ ଅପ୍ରେଲ ୧୯୪୧
ହଳଦିଆଗଡ଼, ଖୋର୍ଦ୍ଧା
ମୃତ୍ୟୁ୧୮ ମାର୍ଚ୍ଚ ୨୦୧୫(2015-03-18) (ବୟସ ୭୩)
ମୃତ୍ୟୁର କାରଣପାର୍କିନ୍‌ସନ୍ ରୋଗ
ଖୋର୍ଦ୍ଧାରେ ଦେହାବସାନ ଏବଂ ପୁରୀଧାମରେ ଦାହକର୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଶିକ୍ଷାବିତ, ଭାଷାବିତ, ଶିଶୁସାହିତ୍ୟକାର
ଚାକିରିକ୍ଷେତ୍ର(ସମୂହ)ଗଣ ଶିକ୍ଷା ବିଭାଗ, ଓଡ଼ିଶା ସରକାର
ଉଲ୍ଲେଖନୀୟ କୃତିଗପ ଗଣ୍ଠିଲି
ସନ୍ତାନତିନି ପୁତ୍ର , ଦୁଇ କନ୍ୟା / ପ୍ରତାପ ଭଞ୍ଜ (ବଡ଼ପୁଅ)
ପିତାମାତାଦୀନବନ୍ଧୁ ଭଞ୍ଜ (ପିତା) ଚନ୍ଦ୍ରାବଳି ଦେବୀ (ମାତା)
ସମ୍ପର୍କୀୟସୁରେଶ ଚନ୍ଦ୍ର ଭଞ୍ଜ (ବଡ଼ଭାଇ)
କୈଳାସ ଚନ୍ଦ୍ର ଭଞ୍ଜ (ସାନଭାଇ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୨

ରମେଶ ଚନ୍ଦ୍ର ଭଞ୍ଜ (୧୭ ଅପ୍ରେଲ ୧୯୪୧ - ୧୮ ମାର୍ଚ୍ଚ ୨୦୧୫)[], ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ, ଶିକ୍ଷାବିତ ଓ ଭାଷାବିତ ।[] "ଗପ ଗଣ୍ଠିଲି" ପୁସ୍ତକ ପାଇଁ, ସେ ୧୯୮୨ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[]

ରମେଶ ଚନ୍ଦ୍ର ଭଞ୍ଜଙ୍କର ୨୦୧୫ ମସିହା ମାର୍ଚ୍ଚ ୧୫ତାରିଖରେ ଦେହାନ୍ତ ହୋଇଥିଲା ।

ଜୀବନୀ

[ସମ୍ପାଦନା]

୧୯୪୧ ମସିହାର ଅପ୍ରେଲ ୧୭ ତାରିଖରେ ସେ ତତ୍କାଳୀନ ପୁରୀ ଜିଲ୍ଲା (ଆଧୁନିକ ଖୋର୍ଦ୍ଧା ଜିଲ୍ଲା) "ଗଡ଼ ହଳଦିଆ"ଠାରେ ଜନ୍ମଗ୍ରହଣ କରିଥିଲେ । ଗାଁ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରି, ପରବର୍ତ୍ତୀ ସମୟରେ ବାଙ୍କୀର ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ଏବଂ ତା'ପରେ କଟକରେ ରେଭେନ୍ସା ଓ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ | ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ଏବଂ ସରକାରୀ ଶିକ୍ଷା କ୍ଷେତ୍ରରେ ଚାକିରୀ ପରେ ୧୯୯୯ ମସିହାରେ ଅବସର ଗ୍ରହଣ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]

କବିତା ସଂକଳନ

[ସମ୍ପାଦନା]
  • ଭେରୀ ତୁରୀ ମହୁରୀ  ( ଶିଶୁ କବିତା ସଂକଳନ )
    କାଠି କୁଟା ପତର
  • ଭେରୀ ତୁରୀ ମହୁରୀ
କାଠି କୁଟା ପତର ( ଶିଶୁ କବିତା ସଂକଳନ )

ଗଳ୍ପ ସଂକଳନ

[ସମ୍ପାଦନା]
  • ଗପ ଗଣ୍ଠିଲି ( ଶିଶୁ ଗଳ୍ପ ସଂକଳନ )
    ଗପ ଗଣ୍ଠିଲି ( ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ )
  • କଥା କୋଥଳି
  • ମୁଠାଏ ମହକ
  • କଥା କହୁଛି ଶୁଣ ( ଭୁବନେଶ୍ୱର ପୁସ୍ତକ ମେଳା ଦ୍ୱାରା ପୁରସ୍କୃତ )

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨[]
  • ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର[]
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୨୦୧୫[]
  • ମୀନାବଜାର ପୁରସ୍କାର
  • ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ର·ର ସମିତି, କଟକ, ୨୦୦୩)
  • ଓଡ଼ିଶା ଶିଶୁ ସାହିତ୍ୟ ପୁରସ୍କାର (କଳା ବିକାଶ କେନ୍ଦ୍ର, କଟକ)
  • ଖଦି ଓ ଗ୍ରାମୋଦ୍ୟୋଗ ପୁରସ୍କାର (ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍, ଭୁବନେଶ୍ୱର)
  • ହରେକୃଷ୍ଣ ଶିଶୁ ସାହିତ୍ୟ ପୁରସ୍କାର (ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର)
  • ଜ୍ଞାନଜ୍ୟୋତି ପୁରସ୍କାର (ଖୋର୍ଦ୍ଧା ବିଷୁବ ମିଳନ ସମିତି,୨୦୧୧)
  • ସଂସାର ସମ୍ମାନ (ସଂସାର ପତ୍ରିକା, କଟକ)
  • ରାମକୃଷ୍ଣ ନନ୍ଦ ସ୍ମାରକୀ ସମ୍ମାନ,କଟକ
  • କୁନ୍ତଳା ସାହୁ ସାହିତ୍ୟ ସମ୍ମାନ, ଭୁବନେଶ୍ୱର
  • କୁନି ରାଇଜ ସାହିତ୍ୟ ସମ୍ମାନ, ଭୁବନେଶ୍ୱର
  • ଓଡ଼ିଆ ସମ୍ମିଳନୀ ସମ୍ମାନ, ଭୁବନେଶ୍ୱର
  • ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ, ପୁରୀ
  • ବୀରେନ୍ଦ୍ର ଭୂୟାଁ ସ୍ମୃତି ସମ୍ମାନ, ୧୯୯୭
  • ଝୁମୁକା ସାରସ୍ୱତ ସମ୍ମାନ, ୨୦୧୧
  • ଅଙ୍ଗୀକାର ସମ୍ମାନ, ଜଟଣୀ, ୨୦୦୪
  • ବାଗ୍ମୟୀ ସମ୍ମାନ (ନାଟୁଆ, ନିମାପଡ଼ା)
  1. ପୃଷ୍ଟି, ସଂଗ୍ରାମ କେଶରୀ (17 April 2021). "ଶିଶୁ ସାହିତ୍ୟର ଅନନ୍ୟ ସ୍ରଷ୍ଟା: ରମେଶ ଚନ୍ଦ୍ର ଭଞ୍ଜ". ନିତିଦିନ. p. ୮. Archived from the original on 23 April 2021. Retrieved 23 April 2021.
  2. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 24–. ISBN 978-81-8450-151-3.
  3. http://orissa.gov.in/e-magazine/orissaannualreference/ORA-2004/pdf/orissa_sahitya_akademi_awarded-books-and_writers.pdf
  4. ବଳିଆର ସିଂହ, ସତ୍ୟବାଦୀ (1 March 2014). "ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଭଞ୍ଜଙ୍କ ସହ ଏକ ଅନ୍ତରଙ୍ଗ ଆଳାପ" (PDF). ଆମରିସତ୍ୟ: 40, 41. Retrieved 30 August 2023.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 11 April 2019.
  6. ସମାଜ ୧୯/୦୩/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪
  7. "Eminent Linguist Ramesh Chandra Bhanja passed away". eOdisha. Archived from the original on 2 April 2015. Retrieved 19 March 2015.