୧ମ ଲୋକ ସଭା
Appearance
ପ୍ରଥମ ଲୋକ ସଭା ୧୭ ଅପ୍ରେଲ ୧୯୫୨ରେ ଗଠିତ ହୋଇଥିଲା । ଏହି ଲୋକ ସଭା ଭାରତର ୧୯୫୧ର ସାଧାରଣ ନିର୍ବାଚନ ପରେ ଗଢ଼ା ଯାଇଥିଲା ଏବଂ ୫ବର୍ଷ ଧରି ରହିବାପରେ ୪ ଅପ୍ରେଲ ୧୯୫୭ରେ ଏହାର କାର୍ଯ୍ୟକାଳ ସମାପ୍ତ ହୋଇଥିଲା ।[୧]
ଲୋକ ସଭାର କାର୍ଯ୍ୟକର୍ତ୍ତା
[ସମ୍ପାଦନା]ଭାରତୀୟ ସମ୍ବିଧାନର ୯୩ତମ ପ୍ରସଙ୍ଗ ଅନୁସାରେ ଲୋକ ସଭାରେ ନିର୍ବାଚିତ ଏବଂ ମନୋନୀତ କାର୍ଯ୍ୟକର୍ତ୍ତା ରହିବା ଅନିର୍ବାଯ୍ୟ । ନିର୍ବାଚିତ ସଭ୍ୟମାନେ ହେଲେ ବାଚସ୍ପତି, ଉପ-ବାଚସ୍ପତି ଏବଂ ମନୋନୀତ କାର୍ଯ୍ୟକର୍ତ୍ତାମାନେ ହେଲେ ସଚିବଗଣ ।[୨] ନିମ୍ନରେ ୧ମ ଲୋକ ସଭାର କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଭ୍ୟଙ୍କର ତାଲିକା ଦର୍ଶାଯାଇଛି ।[୧][୩]
କ୍ରମିକ ସଂଖ୍ୟା | Position | Name | From | To | Days in office |
---|---|---|---|---|---|
୧ | ବାଚସ୍ପତି | ଗଣେଶ ବାସୁଦେବ ମାବଲଙ୍କର
ଏମ୍. ଏ. ଅୟାଙ୍ଗର |
୮ ମଇ ୧୯୫୨
୮ ମାର୍ଚ୍ଚ ୧୯୫୬ |
୨୭ ଫେବୃଆରୀ ୧୯୫୬
୧୦ ମଇ ୧୯୫୭ |
୧,୩୯୦
୪୨୮ |
୨ | ଉପ-ବାଚସ୍ପତି | ଏମ୍. ଏ. ଅୟାଙ୍ଗର
ସରଦାର ହୁକୁମ ସିଂହ |
୩୦ ମଇ ୧୯୫୨
୨୦ ମାର୍ଚ୍ଚ ୧୯୫୬ |
୭ ମଇ ୧୯୫୬
୪ ଅପ୍ରେଲ ୧୯୫୭ |
୧,୩୭୭
୩୮୦ |
୩ | ମହା ସଚିତ | ଏମ୍. ଏନ୍. କୌଲ | ୧୭ ଅପ୍ରେଲ ୧୯୫୨ | ୪ ଅପ୍ରେଲ ୧୯୫୭ | ୧,୮୧୩ |
୪ | ଲୋକ ସଭାର ମୁଖ୍ୟ | ଜବାହାରଲାଲ ନେହେରୁ | ୧୭ ଅପ୍ରେଲ ୧୯୫୨ | ୪ ଅପ୍ରେଲ ୧୯୫୭ | ୧,୮୧୩ |
୫ | ବିରୋଧୀ ଦଳର ନେତା (ଘୋଷଣା ହୋଇନଥିଲା) | ଏ କେ ଗୋପାଳନ୍ | ୧୭ ଅପ୍ରେଲ ୧୯୫୨ | ୪ ଅପ୍ରେଲ ୧୯୫୭ | ୧,୮୧୩ |
ବିରୋଧୀ ଦଳ ନେତା ପଦବୀ ୧୯୭୭ ମସିହାରେ ପାରିତ ହେଲା ଏବଂ ଏହି ପଦରେ ଥିବା ସଦସ୍ୟଙ୍କୁ ଦରମା ମଧ୍ୟ ପ୍ରଦାନ କରାଗଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Lok Sabha Officers". Lok Sabha website. Archived from the original on 7 December 2013. Retrieved 25 August 2016.
- ↑ "Constitution of India" (PDF). Ministry of Law and Justice (India). Archived from the original (PDF) on 21 June 2014. Retrieved 25 August 2016.
- ↑ "First Lok Sabha office holders". Parliament of India - Lok Sabha. Retrieved 5 Oct 2018.
{{cite web}}
: Cite has empty unknown parameter:|dead-url=
(help) - ↑ "Leader of the Opposition". Ministry of Parliamentary Affairs. Archived from the original on 16 January 2010. Retrieved 25 August 2016.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧ମ ଲୋକ ସଭାର ସଭ୍ୟମାନେ
ବାବଦରେ ମାଧ୍ୟମ ରହିଛି ।