ମୀନଝୋଲା
ଦେଖଣା
(ମୀନଝୋଲା, ଗୁଡ଼ାରୀରୁ ଲେଉଟି ଆସିଛି)
ମୀନଝୋଲା
(ମୀନଝୋଲା) | |
|---|---|
ଗାଆଁ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ରାୟଗଡ଼ା |
| Elevation | 248 m (814 ft) |
| Population (୨୦୧୧) | |
| • Total | ୩୭୧ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | OD 18 |
ମୀନଝୋଲା ରାୟଗଡ଼ା ଜିଲ୍ଲାର ଗୁଡାରି ନିକଟରେ ଅବସ୍ଥିତ । ତିନୋଟି ନଦୀର ମୁହାଣରେ ଥିବା ଶିବ ମନ୍ଦିର ପାଇଁ ଏହା ପ୍ରସିଦ୍ଧ ।[୧][୨][୩][୪] ଏହାଛଡା ରାୟଗଡ଼ା ଜିଲ୍ଲାର ଏହା ଏକ ପର୍ଯ୍ୟଟନସ୍ଥଳୀ ।[୫][୬] ବଣ, ପାହାଡ ଘେରା ନଦୀମଧ୍ୟରେ ଅବସ୍ଥିତ ଏହି ଶିବ ମନ୍ଦିରଟି ଶିବଭକ୍ତମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣର ସ୍ଥଳ ହେବା ସହିତ ବଣଭୋଜି କରିବାପାଇଁ ଏକ ପ୍ରକୃଷ୍ଟ ସ୍ଥାନ ।[୭][୮][୯] ଶିବରାତ୍ରି ସମୟରେ ବହୁସଂଖ୍ୟାରେ ଭକ୍ତ ଏଠାକୁ ଶିବପୂଜା ପାଇଁ ଆସନ୍ତି ।[୧୦][୧୧]
ଭୂଗୋଳ
[ସମ୍ପାଦନା]ମୀନଝୋଲାର ଭୌଗୋଳିକ ଅବସ୍ଥିତି ହେଉଛି 19° 31' 00″N and 83° 44' 44″E । ଏହା ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ ୧୩୪ କି.ମି. ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ମୀନଝୋଲାର ମୋଟ ଲୋକସଂଖ୍ୟା ହେଉଛି ୩୭୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୮୨ ଓ ମହିଳା ସଂଖ୍ୟା ୧୮୯ ।
ଆଧାର
[ସମ୍ପାଦନା]- ↑ ""Important places of Rayagada district in 123orissa.com"". Archived from the original on 2015-06-26. Retrieved 2014-11-02.
- ↑ ""Tribal India tours"". Archived from the original on 2015-02-25. Retrieved 2014-11-02.
- ↑ "Tourism". Tourism Department. Retrieved 5 July 2015.
- ↑ "About Rayagada"
- ↑ Identified Tourist Centres of Odisha (PDF). Orissa Reference Annual-2011. pp. 521–532. Retrieved 24 June 2015.
- ↑ Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
- ↑ "About village Minajhola in onefivenine.com"
- ↑ "Tourist places of Rayaada"
- ↑ "Rayagada"Tourist places near Rayagada
- ↑ " Minajhola in odisha360 .com"
- ↑ ""General information of Rayagada district"". Archived from the original on 2014-09-24. Retrieved 2014-11-02.
ବାହାର ତଥ୍ୟ
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |