୧ ମାର୍ଚ୍ଚ
ଦେଖଣା
(ମାର୍ଚ୍ଚ ୧ରୁ ଲେଉଟି ଆସିଛି)
| << | ମାର୍ଚ୍ଚ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ||||||
| ୨ | ୩ | ୪ | ୫ | ୬ | ୭ | ୮ |
| ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
| ୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
| ୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
| ୩୦ | ୩୧ | |||||
| ୨୦୨୫ | ||||||
| March 1 in recent years |
| ୨୦୨୫ (ଶନିବାର) |
| ୨୦୨୪ (ଶୁକ୍ରବାର) |
| ୨୦୨୩ (ବୁଧବାର) |
| ୨୦୨୨ (ମଙ୍ଗଳବାର) |
| ୨୦୨୧ (ସୋମବାର) |
| ୨୦୨୦ (ରବିବାର) |
| ୨୦୧୯ (ଶୁକ୍ରବାର) |
| ୨୦୧୮ (ଗୁରୁବାର) |
| ୨୦୧୭ (ବୁଧବାର) |
| ୨୦୧୬ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ମାର୍ଚ୍ଚ ବର୍ଷର ୬୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୬୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୩୦୫ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୮୯୩ – ଶ୍ୟାମାଚନ୍ଦ୍ର ତ୍ରିପାଠୀ, ରେଭେନ୍ସା ମହାବିଦ୍ୟାଳୟର ପ୍ରଥମ ଓଡ଼ିଆ ତଥା ଭାରତୀୟ ଅଧ୍ୟକ୍ଷ, ଶିକ୍ଷାବିତ ଓ ପ୍ରଶାସକ (ମୃତ୍ୟୁ: ୧୮ ଅଗଷ୍ଟ ୧୯୫୧)
- ୧୯୨୪ – କିଶୋରୀ ଚରଣ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ମୃତ୍ୟୁ: ୧୭ ଅଗଷ୍ଟ ୨୦୦୪)
- ୧୯୪୩ – ଶିବ ପାଣିଗ୍ରାହୀ, ଓଡ଼ିଆ ଚିତ୍ରଶିଳ୍ପୀ
- ୧୯୫୬ – ମନୋଜ ପଟ୍ଟନାୟକ, ଅଭିନେତା
- ୧୯୮୩ – ମେରି କମ, ମୁଷ୍ଟି ଯୋଦ୍ଧା
ମୃତ୍ୟୁ
[ସମ୍ପାଦନା]- ୧୯୯୭ – ରାଜକିଶୋର ପଟ୍ଟନାୟକ, ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ସାହିତ୍ୟିକ (ଜନ୍ମ: ୦୮ ଅପ୍ରେଲ ୧୯୧୭)
- ୧୯୯୮ – ଜୀବନାନନ୍ଦ ପାଣି, ଓଡ଼ିଆ କଥାଚିତ୍ର ଗୀତିକାର (ଜନ୍ମ: ୧୯୩୩)
ପର୍ବପର୍ବାଣି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧ ମାର୍ଚ୍ଚ
ବାବଦରେ ମାଧ୍ୟମ ରହିଛି ।