୧୪ ନଭେମ୍ବର
ଦେଖଣା
| << | ନଭେମ୍ବର | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ||||||
| ୨ | ୩ | ୪ | ୫ | ୬ | ୭ | ୮ |
| ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
| ୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
| ୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
| ୩୦ | ||||||
| ୨୦୨୫ | ||||||
| November 14 in recent years |
| ୨୦୨୫ (ଶୁକ୍ରବାର) |
| ୨୦୨୪ (ଗୁରୁବାର) |
| ୨୦୨୩ (ମଙ୍ଗଳବାର) |
| ୨୦୨୨ (ସୋମବାର) |
| ୨୦୨୧ (ରବିବାର) |
| ୨୦୨୦ (ଶନିବାର) |
| ୨୦୧୯ (ଗୁରୁବାର) |
| ୨୦୧୮ (ବୁଧବାର) |
| ୨୦୧୭ (ମଙ୍ଗଳବାର) |
| ୨୦୧୬ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୪ ନଭେମ୍ବର ବର୍ଷର ୩୧୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୧୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୪୭ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୮୮୯- ଜବାହରଲାଲ ନେହେରୁ, ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ (ମୃତ୍ୟୁ: ୨୭ ମଇ ୧୯୬୪)
- ୧୯୦୨- ବିକଳାନନ୍ଦ କର, ସାଲେପୁର ମିଠାର ଜନକ (ମୃତ୍ୟୁ:୧୨ ଅଗଷ୍ଟ ୧୯୭୧)
- ୧୯୧୯- ନୀଳମାଧବ ପାଣିଗ୍ରାହୀ, ଗବେଷକ ଓ ଲେଖକ (ମୃତ୍ୟୁ: ୨୮ ଡିସେମ୍ବର, ୨୦୧୨)
ଦେହାନ୍ତ
[ସମ୍ପାଦନା]- ୧୯୭୭- ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ, ଗୌଡ଼ୀୟ ବୈଷ୍ଣବ ଧର୍ମଗୁରୁ ଓ ଇସ୍କନର ପ୍ରତିଷ୍ଠାତା (ଜନ୍ମ: ୧ ସେପ୍ଟେମ୍ବର ୧୮୯୬)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୪ ନଭେମ୍ବର
ବାବଦରେ ମାଧ୍ୟମ ରହିଛି ।