୨୨ ଜାନୁଆରୀ
ଦେଖଣା
| << | ଜାନୁଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | |||
| ୫ | ୬ | ୭ | ୮ | ୯ | ୧୦ | ୧୧ |
| ୧୨ | ୧୩ | ୧୪ | ୧୫ | ୧୬ | ୧୭ | ୧୮ |
| ୧୯ | ୨୦ | ୨୧ | ୨୨ | ୨୩ | ୨୪ | ୨୫ |
| ୨୬ | ୨୭ | ୨୮ | ୨୯ | ୩୦ | ୩୧ | |
| ୨୦୨୫ | ||||||
| January 22 in recent years |
| ୨୦୨୫ (ବୁଧବାର) |
| ୨୦୨୪ (ସୋମବାର) |
| ୨୦୨୩ (ରବିବାର) |
| ୨୦୨୨ (ଶନିବାର) |
| ୨୦୨୧ (ଶୁକ୍ରବାର) |
| ୨୦୨୦ (ବୁଧବାର) |
| ୨୦୧୯ (ମଙ୍ଗଳବାର) |
| ୨୦୧୮ (ସୋମବାର) |
| ୨୦୧୭ (ରବିବାର) |
| ୨୦୧୬ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୨ ଜାନୁଆରୀ ବର୍ଷର ୨୨ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୩ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୪ ଦିନ ) ।
ଜନ୍ମ
[ସମ୍ପାଦନା]- ୧୯୫୪ – କୈଳାଶ ଚନ୍ଦ୍ର ମେହେର, ପଦ୍ମଶ୍ରୀ ସମ୍ମାନିତ ଚିତ୍ରଶିଳ୍ପୀ
- ୨୦୦୩ – ଭୂମିକା ଦାଶ, ଓଡ଼ିଆ ଅଭିନେତ୍ରୀ
ମୃତ୍ୟୁ
[ସମ୍ପାଦନା]- ୧୬୬୬ – ମୋଗଲ ଶାସକ ଶାହଜାହାନ (ଜନ୍ମ: ୫ ଜାନୁଆରୀ ୧୫୯୨)
- ୨୦୦୩ – ଗୋପାଳ ଛୋଟରାୟ, ପଦ୍ମଶ୍ରୀ ସମ୍ମାନିତ ନାଟ୍ୟକାର (ଜନ୍ମ: ୨୦ ଅପ୍ରେଲ ୧୯୧୬)[୧]
ଘଟଣାବଳୀ
[ସମ୍ପାଦନା]- ୧୫୮୪ – ସ୍ୱିଜରଲାଣ୍ଡରେ ଗ୍ରେଗରୀୟ କ୍ୟାଲେଣ୍ଡର ପ୍ରଚଳନ ଆରମ୍ଭ ।
- ୧୯୦୧ – ବ୍ରିଟେନର ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ
ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି". ସକାଳ. Archived from the original on 22 January 2021. Retrieved 22 January 2021.
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨୨ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।