୩ ଫେବୃଆରୀ
Jump to navigation
Jump to search
<< | ଫେବୃଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ||||||
୨୦୨୧ |
February 3 in recent years |
୨୦୨୧ (ବୁଧବାର) |
୨୦୨୦ (ସୋମବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ବୁଧବାର) |
୨୦୧୫ (ମଙ୍ଗଳବାର) |
୨୦୧୪ (ସୋମବାର) |
୨୦୧୩ (ରବିବାର) |
୨୦୧୨ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ଫେବୃଆରୀ ବର୍ଷର ୩୪ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୧ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୨ ଦିନ ) ।
ଘଟଣାବଳୀ[ସମ୍ପାଦନା]
- ୧୬୯୦- ଆମେରିକାରେ ପ୍ରଥମ ଥର କାଗଜ ଟଙ୍କା ନିର୍ମିତ ।
- ୧୮୧୮- ବିଶ୍ୱର ପ୍ରଥମ ଲହୁଣି ପ୍ରସ୍ତୁତ କାରଖାନା ସ୍ୱିଜରଲ୍ୟାଣ୍ଡରେ ନିର୍ମିତ ।
- ୧୯୩୦- ଭିଏତନାମରେ କମ୍ୟୁନିଷ୍ଟ ଦଳ ପ୍ରତିଷ୍ଠା।
- ୧୯୬୬- ଆମେରିକା ମହାକାଶକୁ ଉପଗ୍ରହ ପ୍ରେରଣ କଲା।
- ୧୯୮୨- ଜନ୍ ସାର୍ପେଲସ୍ ୩୭୧ ଘଣ୍ଟା ଡିସ୍କୋ ନୃତ୍ୟ କରି ରେକର୍ଡ କରିଥିଲେ।
ଜନ୍ମ[ସମ୍ପାଦନା]
- ୧୯୮୯- ସୁଲଗ୍ନା ପାଣିଗ୍ରାହୀ, ଅଭିନେତ୍ରୀ
- ୧୯୯୬- ଦୂତୀ ଚାନ୍ଦ, ଏକଲବ୍ୟ ପୁରସ୍କାର ସମ୍ମାନିତ ଧାବିକା
ମୃତ୍ୟୁ[ସମ୍ପାଦନା]
- ୧୪୬୮- ଜନ ଗୁଟେନବର୍ଗ, ଜର୍ମାନ କମାର, ସୁନାରୀ, ମୁଦ୍ରକ ଏବଂ ପ୍ରକାଶକ (ଜନ୍ମ: ୧୩୯୫))
- ୧୯୯୭- ଦୁର୍ଗାମାଧବ ମିଶ୍ର, ଭାରତୀୟ ପୁଲିସ ସେବା ଅଧିକାରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୯)
ପର୍ବପର୍ବାଣୀ[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ୩ ଫେବୃଆରୀ ବାବଦରେ ମାଧ୍ୟମ ରହିଛି । |