୧ ଫେବୃଆରୀ
Jump to navigation
Jump to search
<< | ଫେବୃଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ||||||
୨୦୨୧ |
February 1 in recent years |
୨୦୨୧ (ସୋମବାର) |
୨୦୨୦ (ଶନିବାର) |
୨୦୧୯ (ଶୁକ୍ରବାର) |
୨୦୧୮ (ଗୁରୁବାର) |
୨୦୧୭ (ବୁଧବାର) |
୨୦୧୬ (ସୋମବାର) |
୨୦୧୫ (ରବିବାର) |
୨୦୧୪ (ଶନିବାର) |
୨୦୧୩ (ଶୁକ୍ରବାର) |
୨୦୧୨ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଫେବୃଆରୀ ବର୍ଷର ୩୨ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୩ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୪ ଦିନ ) ।
ଘଟଣାବଳୀ[ସମ୍ପାଦନା]
ଜନ୍ମ[ସମ୍ପାଦନା]
- ୧୯୧୫- ଶତ୍ରୁଘ୍ନ ନାଥ, ଶିକ୍ଷାବିତ ଓ ସାହିତ୍ୟିକ (ମୃତ୍ୟୁ: ୧୦ ମାର୍ଚ୍ଚ ୨୦୦୬)
- ୧୯୩୩- ଧୀରେନ୍ଦ୍ର ପଟ୍ଟନାୟକ, ଓଡ଼ିଶୀ ନୃତ୍ୟ ଗବେଷକ, ଲେଖକ (ମୃତ୍ୟୁ: ୧ ଜାନୁଆରୀ ୨୦୦୯)
- ୧୯୫୩- ରାମହରି ଦାଶ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଶୀ ସଙ୍ଗୀତଜ୍ଞ
- ୧୯୬୯-ନମିତା ଅଗ୍ରୱାଲ , ସଙ୍ଗୀତଜ୍ଞ
ମୃତ୍ୟୁ[ସମ୍ପାଦନା]
- ୧୯୮୨- ରଘୁନାଥ ମୁର୍ମୁ, ଅଲ ଚିକି ଲିପିର ଜନକ (ଜନ୍ମ: ୫ ମଇ ୧୯୦୫)
- ୨୦୦୩ - କଳ୍ପନା ଚାୱଲା, ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ । (ଜନ୍ମ : ୧୭ ମାର୍ଚ୍ଚ ୧୯୬୨)
ପର୍ବପର୍ବାଣୀ[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ୧ ଫେବୃଆରୀ ବାବଦରେ ମାଧ୍ୟମ ରହିଛି । |