Jump to content

୮ ସେପ୍ଟେମ୍ବର

ଉଇକିପିଡ଼ିଆ‌ରୁ
୧୦୧୧୧୨
୧୩୧୪୧୫୧୬୧୭୧୮୧୯
୨୦୨୧୨୨୨୩୨୪୨୫୨୬
୨୭୨୮୨୯୩୦  
  ୨୦୨୫ (ସୋମବାର)
  ୨୦୨୪ (ରବିବାର)
  ୨୦୨୩ (ଶୁକ୍ରବାର)
  ୨୦୨୨ (ଗୁରୁବାର)
  ୨୦୨୧ (ବୁଧବାର)
  ୨୦୨୦ (ମଙ୍ଗଳବାର)
  ୨୦୧୯ (ରବିବାର)
  ୨୦୧୮ (ଶନିବାର)
  ୨୦୧୭ (ଶୁକ୍ରବାର)
  ୨୦୧୬ (ଗୁରୁବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ସେପ୍ଟେମ୍ବର ବର୍ଷର ୨୫୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୪ ଦିନ ବାକି ଅଛି ।

ଘଟଣାବଳୀ

[ସମ୍ପାଦନା]

[]

  • ୧୭୨୭: ଇଂଲଣ୍ଡରେ ଏକ ମେଳାରେ ଅଗ୍ନିକାଣ୍ଡ ଘଟି ୭୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
  • ୧୯୦୦: ଟେକ୍ସାଜ୍ ଘୂର୍ଣ୍ଣିଝଡ଼ରେ ୬୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୩୪: ନ୍ୟୁୟର୍କ ଉପକୂଳରେ ଯାତ୍ରୀବାହୀ ଜାହାଜରେ ଅଗ୍ନିକାଣ୍ଡ ଘଟି ୧୩୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
  • ୧୯୫୧: ବିଶ୍ୱର ୧୪୮ଟି ରାଷ୍ଟ୍ର ଜାପାନ ସ‌ହ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।
  • ୧୯୬୩: ଆଲଜେରିଆରେ ନୂତନ ଆଇନ ପ୍ରଣୟନ କରାଯାଇଥିଲା ।
  • ୧୯୯୧: ମାସିଡୋନିଆ ସ୍ୱାଧୀନ ହୋଇଥିଲା ।
  • ୨୦୦୪: ନାସାର ମହାକାଶଯାନ ଜେନେସିସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Sep-8, 1994-Trushna Priyadarsini

[ସମ୍ପାଦନା]

ଦେହାନ୍ତ

[ସମ୍ପାଦନା]

ପର୍ବପର୍ବାଣି

[ସମ୍ପାଦନା]

ସମଗ୍ର ବିଶ୍ୱରେ ଏହି ତାରିଖକୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ ।

  1. "ଇତିହାସରେ ଆଜି". ସମାଜ. Retrieved 8 September 2016.

ବାହାର ଲିଙ୍କ

[ସମ୍ପାଦନା]