ଅପ୍ରେଲ

ଉଇକିପିଡ଼ିଆ ରୁ
Jump to navigation Jump to search
୧୦
୧୧ ୧୨ ୧୩ ୧୪ ୧୫ ୧୬ ୧୭
୧୮ ୧୯ ୨୦ ୨୧ ୨୨ ୨୩ ୨୪
୨୫ ୨୬ ୨୭ ୨୮ ୨୯ ୩୦

ଅପ୍ରେଲ ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଚତୁର୍ଥ ମାସ । ଲାଟିନ୍‌ ଶବ୍ଦ ଏପ୍ରିଲିସ୍‌ରୁ ଅପ୍ରେଲ ମାସର ନାମକରଣ କରାଯାଇଛି ।[୧]

ପାଳିତ ଦିବସ[ସମ୍ପାଦନା]

ଉତ୍କଳ ଦିବସ (ଅପ୍ରେଲ ୧ )

ଜୟନ୍ତୀ[ସମ୍ପାଦନା]

ଏହି ମାସରେ ଜନ୍ମଗ୍ରହଣ କରିଥିବା କେତେଜଣ ଜଣାଶୁଣା ଓଡ଼ିଆ ଲୋକ ହେଲେ:

ଅନ୍ୟାନ୍ୟ[ସମ୍ପାଦନା]

  • ରବି ଶଙ୍କର (ସୀତାର ବାଦକ ଓ ସଙ୍ଗୀତଜ୍ଞ) ( ୭ ଅପ୍ରେଲ ୧୯୨୦)
  • ଚାର୍ଲି ଚାପଲିନ୍ (ଅଭିନେତା) (୧୬ ଅପ୍ରେଲ ୧୮୮୯)
  • ଲିଓନାର୍ଡୋ ଦା ଭିନ୍‌ସି (୧୫ ଅପ୍ରେଲ ୧୪୫୨)
  • ଯୋଶେଫ୍ ପୁଲିତଜ଼େର୍ (ପୁଲିତଜ଼େର୍ ପୁରସ୍କାର ପ୍ରତିଷ୍ଠାତା) (୧୦ ଅପ୍ରେଲ୧୮୪୭)
  • ୱିଲଭର ରାଇଟ୍(ରାଇଟ୍ ଭ୍ରାତୃଦ୍ୱୟ)(୧୬ ଅପ୍ରେଲ ୧୮୬୭)
  • ସଚିନ ତେନ୍ଦୁଲକର (୨୪ ଅପ୍ରେଲ ୧୯୭୩)
  • ଆନ୍ଦ୍ରେ ଆଗାସୀ (ଟେନିସ୍ ଖେଳାଳୀ) (୨୯ ଅପ୍ରେଲ ୧୯୭୦)
  • ମାରିଆ ସରପୋଭା (ଟେନିସ୍ ଖେଳାଳୀ) (୧୯ଅପ୍ରେଲ୧୯୮୭)

ଶ୍ରାଦ୍ଧ[ସମ୍ପାଦନା]

ଏହି ମାସରେ ମୃତ୍ୟୁବରଣ କରିଥିବା କେତେଜଣ ଜଣାଶୁଣା ଓଡ଼ିଆ ଲୋକ ହେଲେ:

ଆଧାର[ସମ୍ପାଦନା]

  1. "ବାରମାସ ନାମର ରହସ୍ୟ". Dharitri. 14.05.2017. Retrieved 23 May 2017. Check date values in: |date= (help)

ବାହାର ଲିଙ୍କ[ସମ୍ପାଦନା]