୨୯ ଜାନୁଆରୀ
Jump to navigation
Jump to search
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ||||||
୨ | ୩ | ୪ | ୫ | ୬ | ୭ | ୮ |
୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
୩୦ | ୩୧ | |||||
୨୦୨୨ |
January 29 in recent years |
୨୦୨୨ (ଶନିବାର) |
୨୦୨୧ (ଶୁକ୍ରବାର) |
୨୦୨୦ (ବୁଧବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ଗୁରୁବାର) |
୨୦୧୪ (ବୁଧବାର) |
୨୦୧୩ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୯ ଜାନୁଆରୀ ବର୍ଷର ୨୯ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୬ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୭ ଦିନ ) ।
ଘଟଣାବଳୀ[ସମ୍ପାଦନା]
- ୧୮୧୪ : ଫ୍ରାନ୍ସ ଋଷିଆକୁ ପରାସ୍ତ କଲା।
- ୧୮୬୧ : କାନସାସ୍ ଆମେରିକାର ୩୪ତମ ରାଷ୍ଟ୍ର ଭାବେ ବିବେଚିତ ହେଲା।
- ୧୮୮୬ : ପ୍ରଥମଥର ଗ୍ୟାସୋଲିନ୍ ଚାଳିତ କାର ନିର୍ମିତ।
- ୧୮୯୬ : ସ୍ତନ କର୍କଟ ରୋଗର ପ୍ରଥମଥର ଅତ୍ୟାଧୁନିକ ଚିକିତ୍ସା ବିଦେଶୀ ଡାକ୍ତର ଏମିଲି ଗ୍ରୁବେ ଆରମ୍ଭ କଲେ।
- ୧୯୨୪ : ଆଇସକ୍ରିମ୍ କୋନ୍ ଯନ୍ତ୍ର କ୍ଲେଭଲ୍ୟାଣ୍ଡରେ ନିର୍ମିତ ।
- ୧୯୪୨ : ଜର୍ମାନୀ ସେନା ଲିବିଆ ଅଧିକାର କଲା।
- ୧୯୮୮ : ବ୍ରିଟେନର ଏକ ବୋଇଂ ବିମାନ ୩୬ ଘଣ୍ଟାରେ ବିଶ୍ୱ ପରିକ୍ରମା କଲା।
ଜନ୍ମ[ସମ୍ପାଦନା]
ଦେହାନ୍ତ[ସମ୍ପାଦନା]
ପର୍ବପର୍ବାଣି[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ୨୯ ଜାନୁଆରୀ ବାବଦରେ ମାଧ୍ୟମ ରହିଛି । |