୩୦ ଡିସେମ୍ବର
ଦେଖଣା
| << | ଡିସେମ୍ବର | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | |
| ୭ | ୮ | ୯ | ୧୦ | ୧୧ | ୧୨ | ୧୩ |
| ୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
| ୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
| ୨୮ | ୨୯ | ୩୦ | ୩୧ | |||
| ୨୦୨୫ | ||||||
| December 30 in recent years |
| ୨୦୨୪ (ସୋମବାର) |
| ୨୦୨୩ (ଶନିବାର) |
| ୨୦୨୨ (ଶୁକ୍ରବାର) |
| ୨୦୨୧ (ଗୁରୁବାର) |
| ୨୦୨୦ (ବୁଧବାର) |
| ୨୦୧୯ (ସୋମବାର) |
| ୨୦୧୮ (ରବିବାର) |
| ୨୦୧୭ (ଶନିବାର) |
| ୨୦୧୬ (ଶୁକ୍ରବାର) |
| ୨୦୧୫ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩୦ ଡିସେମ୍ବର ବର୍ଷର ୩୬୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୬୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ଗୋଟିଏ ଦିନ ବାକି ଅଛି ।
ଜନ୍ମ
[ସମ୍ପାଦନା]- ୧୮୭୯ – ରମଣ ମହର୍ଷି, ହିନ୍ଦୁ ଧର୍ମ ଗୁରୁ ଓ ଦାର୍ଶନିକ (ମୃତ୍ୟୁ: ୧୪ ଅପ୍ରେଲ ୧୯୫୦)
ମୃତ୍ୟୁ
[ସମ୍ପାଦନା]- ୨୦୦୪ – ବିଶ୍ୱଜିତ ଦାସ, ନାଟ୍ୟକାର ଓ କଥାଚିତ୍ର ନିର୍ଦ୍ଦେଶକ (ଜନ୍ମ: ୧୮ ଅଗଷ୍ଟ ୧୯୩୬)[୧]
- ୨୦୧୨ – ରୋହିଦାସ ସିଂ ନାଗ, ମୁଣ୍ଡାରୀବାନି ଲିପିର ସ୍ରଷ୍ଟା (ଜନ୍ମ: ୫ ଫେବୃଆରୀ ୧୯୩୪)
- ୨୦୧୫ – ନୃସିଂହ ଚରଣ ପଣ୍ଡା, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ, ବୈଜ୍ଞାନିକ, ଦାର୍ଶନିକ (ଜନ୍ମ: ୨୦ ଅପେଲ ୧୯୨୯)
- ୨୦୧୬ – ଗୋପାଳ କୃଷ୍ଣ ରଥ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି (ଜନ୍ମ: ୩ ଅଗଷ୍ଟ ୧୯୪୫)
- ୨୦୨୦ – ଶାନ୍ତନୁ ମହାପାତ୍ର, ଲଳିତ କଳା ଏକାଡେମି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ (ଜନ୍ମ: ୬ ଜାନୁଆରୀ ୧୯୩୬)
ପର୍ବପର୍ବାଣି
[ସମ୍ପାଦନା]ଘଟଣାବଳୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ତିରୋଧାନ ତାରିଖ". No. ସମ୍ବାଦ ୩୦/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ଇଷ୍ଟର୍ଣ୍ଣ ମିଡ଼ିଆ. p. ୨. Archived from the original on 30 December 2020. Retrieved 30 December 2020.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୩୦ ଡିସେମ୍ବର
ବାବଦରେ ମାଧ୍ୟମ ରହିଛି ।