୮ ଅକ୍ଟୋବର
ଦେଖଣା
| << | ଅକ୍ଟୋବର | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ||||
| ୪ | ୫ | ୬ | ୭ | ୮ | ୯ | ୧୦ |
| ୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
| ୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
| ୨୫ | ୨୬ | ୨୭ | ୨୮ | ୨୯ | ୩୦ | ୩୧ |
| ୨୦୨୬ | ||||||
| October 8 in recent years |
| ୨୦୨୫ (ବୁଧବାର) |
| ୨୦୨୪ (ମଙ୍ଗଳବାର) |
| ୨୦୨୩ (ରବିବାର) |
| ୨୦୨୨ (ଶନିବାର) |
| ୨୦୨୧ (ଶୁକ୍ରବାର) |
| ୨୦୨୦ (ଗୁରୁବାର) |
| ୨୦୧୯ (ମଙ୍ଗଳବାର) |
| ୨୦୧୮ (ସୋମବାର) |
| ୨୦୧୭ (ରବିବାର) |
| ୨୦୧୬ (ଶନିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ଅକ୍ଟୋବର ବର୍ଷର ୨୮୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୪ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୧୮୧୮ : ଦୁଇଜଣ ବ୍ରିଟିଶ୍ ବକ୍ସିଂ ଖେଳାଳୀ ପ୍ରଥମ ଥର ପାଇଁ ଗ୍ଲୋବସ୍ ବ୍ୟବହାର କଲେ ।
- ୧୮୬୫ : ସାନ୍ତାକୃଜ୍ ପର୍ବତରେ ଭୂମିକମ୍ପ ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ।
- ୧୮୭୩ : ଅାମେରିକାରେ ନିର୍ମିତ ହେଲା ପ୍ରଥମ ମହିଳା କାରାଗାର ।
- ୧୯୨୮ : ଅମେରିକାରେ ପୂର୍ବବିଭାଗ ଫୁଟବଲ୍ ଦଳ ପ୍ରତିଷ୍ଠା ।
- ୧୯୩୨ : ଭାରତରେ ବାୟୁସେନା ବିଭାଗ ପ୍ରତିଷ୍ଠା ।
- ୧୯୫୫ : ବିଶ୍ୱର ସର୍ବାଧିକ କ୍ଷମତାସମ୍ପନ୍ନ ବିମାନ 'ସାରାଗୋଟା'ର ଯାତ୍ରା ଆରମ୍ଭ ।
- ୧୯୬୨ : ଆଲଜେରିଆ ଜାତିସଂଘରେ ଯୋଗ ଦେଲା ।
- ୧୯୮୦ : ଋଷ୍-ସିରିୟା ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ।
- ୧୯୮୨ : ପୋଲାଣ୍ଡ ୬ଟି ରାଷ୍ଟ୍ର ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କଲା ।
- ୨୦୦୫ : କାଶ୍ମୀର ଭୂମିକମ୍ପରେ ହଜାର ହଜାର ଲୋକ ମୃତ ।
- ୨୦୧୪ : ଜାପାନର ଇସାମୁ ଓକାସାକି ଓ ହିରୋସି ଓମାନୋ ଏବଂ ଅମେରିକୀୟ ବୈଜ୍ଞାନିକ ସୁଜି ନକାମୁରାଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏଲ୍ଇଡି ଲାଇଟ୍ ଅବିଷ୍କାର ପାଇଁ ନୋବେଲ ପୁରସ୍କାର ।
ଜନ୍ମ
[ସମ୍ପାଦନା]ଦେହାନ୍ତ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୮ ଅକ୍ଟୋବର
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2007-03-13 at the Wayback Machine.
- କାନାଡାରେ ଏହି ଦିନ