୧୯ ଜାନୁଆରୀ
Appearance
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୪ |
January 19 in recent years |
୨୦୨୪ (ଶୁକ୍ରବାର) |
୨୦୨୩ (ଗୁରୁବାର) |
୨୦୨୨ (ବୁଧବାର) |
୨୦୨୧ (ମଙ୍ଗଳବାର) |
୨୦୨୦ (ରବିବାର) |
୨୦୧୯ (ଶନିବାର) |
୨୦୧୮ (ଶୁକ୍ରବାର) |
୨୦୧୭ (ଗୁରୁବାର) |
୨୦୧୬ (ମଙ୍ଗଳବାର) |
୨୦୧୫ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୯ ଜାନୁଆରୀ ବର୍ଷର ୧୯ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୬ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୭ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୯୦୩ : ପ୍ରଥମଥର ଆମେରିକା-ଇଂଲଣ୍ଡ ମଧ୍ୟରେ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ।
- ୧୯୫୭ : ଋଷିଆ ପରମାଣୁ ପରୀକ୍ଷା କରିଥିଲା।
- ୧୯୬୬ : ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ।
- ୧୯୭୭ : ବିଶ୍ୱର ସବୁଠାରୁ ବଡ଼ ଭିଡ଼ ଭାରତୀୟ କୁମ୍ଭ ମେଳାରେ ହୋଇଥିଲା।
ଜନ୍ମ
[ସମ୍ପାଦନା]ମୃତ୍ୟୁ
[ସମ୍ପାଦନା]- ୧୯୯୭: କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି, (ଜନ୍ମ: ୧୪ ଜାନୁଆରୀ ୧୯୧୧)
- ୨୦୧୫: ରଜନୀ କୋଠାରୀ, ଭାରତୀୟ ରାଜନୀତି ବିଜ୍ଞାନୀ, ରାଜନୈତିକ ତତ୍ତ୍ୱବିତ ଓ ଏକାଡେମିକ ଲେଖକ (ଜନ୍ମ: ୧୯୨୮)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୯ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।