୬ ଫେବୃଆରୀ
ଦେଖଣା
| << | ଫେବୃଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | ୭ |
| ୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
| ୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
| ୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
| ୨୦୨୬ | ||||||
| February 6 in recent years |
| ୨୦୨୬ (ଶୁକ୍ରବାର) |
| ୨୦୨୫ (ଗୁରୁବାର) |
| ୨୦୨୪ (ମଙ୍ଗଳବାର) |
| ୨୦୨୩ (ସୋମବାର) |
| ୨୦୨୨ (ରବିବାର) |
| ୨୦୨୧ (ଶନିବାର) |
| ୨୦୨୦ (ଗୁରୁବାର) |
| ୨୦୧୯ (ବୁଧବାର) |
| ୨୦୧୮ (ମଙ୍ଗଳବାର) |
| ୨୦୧୭ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୬ ଫେବୃଆରୀ ବର୍ଷର ୩୭ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୮ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୨୯ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୭୭୮ : ଫ୍ରାନ୍ସ ବିରୁଦ୍ଧରେ ବ୍ରିଟେନ ଯୁଦ୍ଧ ଘୋଷଣା କଲା।
- ୧୮୪୦ : ନ୍ୟୁଜିଲାଣ୍ଡର ପ୍ରତିଷ୍ଠା ଦିବସ ପାଳନ ଆରମ୍ଭ।
- ୧୯୧୭ : ବ୍ରିଟେନରେ ମହିଳାଙ୍କୁ ଭୋଟଦାନ ଅଧିକାର ପ୍ରଦାନ।
- ୧୯୩୭ : ଜାପାନରେ ପ୍ରଥମଥର ଜଣେ ମହିଳା ଓକିଲାତି କଲେ।
- ୧୯୬୭ : ଆଲବାନିଆରେ ବିପ୍ଲବ ଆରମ୍ଭ।
ଜନ୍ମ
[ସମ୍ପାଦନା]- ୧୮୯୬ - ରାଧାନାଥ ରଥ, ଓଡ଼ିଆ ସାହିତ୍ୟିକ, ଶିକ୍ଷାବିତ, ରାଜନେତା (ମୃତ୍ୟୁ : ୧୧ ଫେବୃଆରୀ ୧୯୯୮)
ଦେହାନ୍ତ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୬ ଫେବୃଆରୀ
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2007-02-08 at the Wayback Machine.