Jump to content

୭ ସେପ୍ଟେମ୍ବର

ଉଇକିପିଡ଼ିଆ‌ରୁ
୧୦୧୧୧୨
୧୩୧୪୧୫୧୬୧୭୧୮୧୯
୨୦୨୧୨୨୨୩୨୪୨୫୨୬
୨୭୨୮୨୯୩୦  
  ୨୦୨୫ (ରବିବାର)
  ୨୦୨୪ (ଶନିବାର)
  ୨୦୨୩ (ଗୁରୁବାର)
  ୨୦୨୨ (ବୁଧବାର)
  ୨୦୨୧ (ମଙ୍ଗଳବାର)
  ୨୦୨୦ (ସୋମବାର)
  ୨୦୧୯ (ଶନିବାର)
  ୨୦୧୮ (ଶୁକ୍ରବାର)
  ୨୦୧୭ (ଗୁରୁବାର)
  ୨୦୧୬ (ବୁଧବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ସେପ୍ଟେମ୍ବର ବର୍ଷର ୨୫୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୫ ଦିନ ବାକି ଅଛି ।

ଘଟଣାବଳୀ

[ସମ୍ପାଦନା]

[]

ଇଥିଓପିଆସୋମାଲିଆ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଛିନ୍ନ ହୋଇଥିଲା ।
  • ୧୯୯୯: ଏଥେନ୍ସ ଭୂମିକମ୍ପରେ ୫୦,୦୦୦ ଲୋକ ବାସଚ୍ୟୁତ ହୋଇଥିଲେ ।
  • ୨୦୦୫: ଇଜିପ୍ଟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
  • ୨୦୧୨: ଚୀନଠାରେ ହୋଇଥିବା ଭୂମିକମ୍ପରେ ୬୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।

ଦେହାନ୍ତ

[ସମ୍ପାଦନା]

ପର୍ବପର୍ବାଣି

[ସମ୍ପାଦନା]
  1. "ଇତିହାସରେ ଆଜି". ସମାଜ. 7 September 2016. Retrieved 8 September 2016.

ବାହାର ଲିଙ୍କ

[ସମ୍ପାଦନା]