୯ ସେପ୍ଟେମ୍ବର
Appearance
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | |||||
୨୦୨୪ |
September 9 in recent years |
୨୦୨୪ (ସୋମବାର) |
୨୦୨୩ (ଶନିବାର) |
୨୦୨୨ (ଶୁକ୍ରବାର) |
୨୦୨୧ (ଗୁରୁବାର) |
୨୦୨୦ (ବୁଧବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ସେପ୍ଟେମ୍ବର ବର୍ଷର ୨୫୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୩ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୧୭୯୧: ଆମେରିକାର ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ଙ୍କ ନାମ ଅନୁସାରେ ଆମେରିକାର ରାଜଧାନୀ ୱାଶିଂଟନ୍ ନାମିତ ହୋଇଥିଲା ।
- ୧୯୪୮: କୋରିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା ।
- ୧୯୫୭: କୋଷ୍ଟାରିକାରେ ଶିଶୁ ଦିବସ ପାଳନ ଆରମ୍ଭ ହୋଇଥିଲା ।
- ୧୯୬୫: ନ୍ୟୁ ଅର୍ଲିନ୍ସ୍ ଘୂର୍ଣ୍ଣିଝଡ଼ରେ ୭୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୯୧: ତାଜିକିସ୍ତାନ ରୁଷିଆଠାରୁ ସ୍ୱାଧୀନ ହୋଇଥିଲା ।
- ୧୯୯୪: ଡିସ୍କଭରି-୨୦ ମହାକାଶଯାନର ଉତ୍କ୍ଷେପଣ କରାଯାଇଥିଲା ।
- ୨୦୧୨: ଇରାକ ଘୂର୍ଣ୍ଣିଝଡ଼ରେ ୧୦୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୨୦୧୬: ଭାରତୀୟ ତଟରକ୍ଷୀ ବାହିନୀରେ ଅତ୍ୟାଧୁନିକ ପଇଁତରା ଜାହାଜ ସାରଥିକୁ ସାମିଲ କରାଯାଇଥିଲା ।
- ଭାରତର ଓଡ଼ିଶା ରାଜ୍ୟସ୍ଥିତ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକଠାରେ ଏକ ପୋଲରୁ ବସ୍ ଖସି ୧୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।
- ଭାରତର ଓଡ଼ିଶା ରାଜ୍ୟସ୍ଥିତ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକଠାରେ ଏକ ପୋଲରୁ ବସ୍ ଖସି ୧୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।
ଜନ୍ମ
[ସମ୍ପାଦନା]ମୃତ୍ୟୁ
[ସମ୍ପାଦନା]- ୧୯୬୨- ଗୋବିନ୍ଦ ତ୍ରିପାଠୀ, ପ୍ରାବନ୍ଧିକ ଓ ଅନୁବାଦକ (ଜନ୍ମ: ୧୮୯୯)
- ୧୯୮୦- ସଦାଶିବ ତ୍ରିପାଠୀ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୨୧ ଅପ୍ରେଲ ୧୯୧୦)
- ୨୦୦୯- ଆଜେ ବୋର, ନୋବେଲ ପୁରସ୍କାର ସମ୍ମାନିତ ପଦାର୍ଥ ବିଜ୍ଞାନୀ (ଜନ୍ମ: ୧୯ ଜୁନ ୧୯୨୨)
ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଇତିହାସରେ ଆଜି". ସମାଜ. Retrieved 9 September 2016.
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୯ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।