୨୫ ଜାନୁଆରୀ
Jump to navigation
Jump to search
| << | ଜାନୁଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ||
| ୬ | ୭ | ୮ | ୯ | ୧୦ | ୧୧ | ୧୨ |
| ୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
| ୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
| ୨୭ | ୨୮ | ୨୯ | ୩୦ | ୩୧ | ||
| ୨୦୧୯ | ||||||
| January 25 in recent years |
| ୨୦୧୮ (ଗୁରୁବାର) |
| ୨୦୧୭ (ବୁଧବାର) |
| ୨୦୧୬ (ସୋମବାର) |
| ୨୦୧୫ (ରବିବାର) |
| ୨୦୧୪ (ଶନିବାର) |
| ୨୦୧୩ (ଶୁକ୍ରବାର) |
| ୨୦୧୨ (ବୁଧବାର) |
| ୨୦୧୧ (ମଙ୍ଗଳବାର) |
| ୨୦୧୦ (ସୋମବାର) |
| ୨୦୦୯ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୫ ଜାନୁଆରୀ ବର୍ଷର ୨୫ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୦ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୧ ଦିନ ) ।
ବିଷୟସୂଚୀ
ଘଟଣାବଳୀ[ସମ୍ପାଦନା]
ଜନ୍ମ[ସମ୍ପାଦନା]
- ୧୮୯୪ – ପଦ୍ମଶ୍ରୀ ପର୍ଶୁରାମ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ (ମୃତ୍ୟୁ: ୪ ଅଗଷ୍ଟ ୧୯୮୧)
- ୧୯୪୪ – ଫନୀ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି
- ୧୯୫୦ – ଭୁବନେଶ୍ୱରୀ ମିଶ୍ର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ କଣ୍ଠଶିଳ୍ପୀ (ମୃତ୍ୟୁ: ୧୯ ଫେବୃଆରୀ, ୨୦୧୬)
- ୧୯୮୮ – ଚେତେଶ୍ୱର ପୂଜାରା, ଭାରତୀୟ କ୍ରିକେଟ ଖେଳାଳି
ମୃତ୍ୟୁ[ସମ୍ପାଦନା]
ପର୍ବପର୍ବାଣୀ[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]
| ଉଇକିମିଡ଼ିଆ କମନ୍ସରେ ୨୫ ଜାନୁଆରୀ ବାବଦରେ ମାଧ୍ୟମ ରହିଛି । |