ମାର୍ଚ୍ଚ
ଦେଖଣା
| << | ମାର୍ଚ୍ଚ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ||||||
| ୨ | ୩ | ୪ | ୫ | ୬ | ୭ | ୮ |
| ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
| ୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
| ୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
| ୩୦ | ୩୧ | |||||
| ୨୦୨୫ | ||||||
ମାର୍ଚ୍ଚ ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ତୃତୀୟ ମାସ । ମାର୍ଚ୍ଚ ମାସର ନାମ ରୋମାନ୍ର ଯୁଦ୍ଧ ଦେବତା 'ମାର୍ସ'ଙ୍କ ନାମରୁ ସୃଷ୍ଟି ।[୧]
ପାଳିତ ଦିବସ
[ସମ୍ପାଦନା]- ରାଷ୍ଟ୍ରୀୟ ସୁରକ୍ଷା ଦିବସ: ୦୪ ମାର୍ଚ୍ଚ
- ଆନ୍ତର୍ଜାତିକ ମହିଳା ଦିବସ: ୦୮ ମାର୍ଚ୍ଚ
- ବିଶ୍ୱ ଉପଭୋକ୍ତା ଅଧିକାର ଦିବସ: ୧୫ ମାର୍ଚ୍ଚ
- ବିଶ୍ୱ ଘରଚଟିଆ ଦିବସ:୨୦ ମାର୍ଚ୍ଚ
- ବିଶ୍ୱ ଜଳ ଦିବସ:୨୨ ମାର୍ଚ୍ଚ
ଆଧାର
[ସମ୍ପାଦନା]- ↑ "ବାରମାସ ନାମର ରହସ୍ୟ". Dharitri. 14.05.2017. Retrieved 23 May 2017.
{{cite news}}: Check date values in:|date=(help)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |