୯ ଫେବୃଆରୀ
ଦେଖଣା
| << | ଫେବୃଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ||||||
| ୨ | ୩ | ୪ | ୫ | ୬ | ୭ | ୮ |
| ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
| ୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
| ୨୩ | ୨୪ | ୨୫ | ୨୬ | ୨୭ | ୨୮ | |
| ୨୦୨୫ | ||||||
| February 9 in recent years |
| ୨୦୨୫ (ରବିବାର) |
| ୨୦୨୪ (ଶୁକ୍ରବାର) |
| ୨୦୨୩ (ଗୁରୁବାର) |
| ୨୦୨୨ (ବୁଧବାର) |
| ୨୦୨୧ (ମଙ୍ଗଳବାର) |
| ୨୦୨୦ (ରବିବାର) |
| ୨୦୧୯ (ଶନିବାର) |
| ୨୦୧୮ (ଶୁକ୍ରବାର) |
| ୨୦୧୭ (ଗୁରୁବାର) |
| ୨୦୧୬ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ଫେବୃଆରୀ ବର୍ଷର ୪୦ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୫ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୨୬ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୭୮୮ - ଋଷିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ଅଷ୍ଟ୍ରିଆ।
- ୧୮୦୧ - ଫ୍ରାନ୍ସ - ଅଷ୍ଟ୍ରିଆ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ।
- ୧୯୬୯ - ବୋଇଂ-୭୪୭ର ପ୍ରଥମ ଉଡାଣ।
- ୧୯୭୧ - ମହାକାଶଯାନ ଆପୋଲୋ - ୧୪ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କଲା।
- ୧୯୭୫ - ମହାକାଶଯାନ ୟୁସୋଜ-୧୭ ପୃଥିବୀକୁ ଅବତରଣ କଲା।
- ୧୯୯୨ - ହେଇକି ହେଙ୍କେଲ ହାଇ-ଜମ୍ପରେ ବିଶ୍ୱ ରେକର୍ଡ କଲେ।
- ୨୦୧୪ - ଅଷ୍ଟ୍ରେଲିୟ ବୈଜ୍ଞାନିକ ବିଶ୍ୱର ସର୍ବ ପୁରାତ୍ତନ ତାରା ଠାବ କଲେ ।
ଜନ୍ମ
[ସମ୍ପାଦନା]ଦେହାନ୍ତ
[ସମ୍ପାଦନା]- ହରିହର ଦାସ (ଜନ୍ମ: ୧୮୪୩)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୯ ଫେବୃଆରୀ
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2006-08-23 at the Wayback Machine.