୧୬ ଜୁନ
Jump to navigation
Jump to search
<< | ଜୁନ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | |||
୨୦୨୧ |
June 16 in recent years |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
୨୦୧୪ (ସୋମବାର) |
୨୦୧୩ (ରବିବାର) |
୨୦୧୨ (ଶନିବାର) |
୨୦୧୧ (ଗୁରୁବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଜୁନ ବର୍ଷର ୧୬୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୮ ଦିନ ବାକି ଅଛି ।
ଘଟଣାବଳୀ[ସମ୍ପାଦନା]
- . 1606-ଜହାଁଗୀରର ଦିଲ୍ଲୀ ରାଜତ୍ୱକାଳରେ ସିଖ ଗୁରୁ ଅର୍ଜୁନ ଦେବଙ୍କୁ ଲାହୌର (ପାକିସ୍ତାନ)ରେ ନିର୍ମମ ଭାବେ ହତ୍ୟା କରିଦିଆ ଯାଇଥିଲା ।
- . 1858-ପ୍ରଥମ ଭାରତୀୟ ସ୍ୱଧୀନତା ସଂଗ୍ରାମ ସମୟରେ ମୋରାରଠାରେ ଯୁଦ୍ଧ ଆରମ୍ଭ ହେଲା ।
- . 1903-ଫୋର୍ଟ ମୋଟର କମ୍ପାନୀ କାର୍ଯ୍ୟକ୍ଷମ ହେଲା ।
- . 1923- ସାଇବେରିଆର ୟାକୁଟ ବିଦ୍ରୋହ ତଥା ରୂଷ ନାଗରିକ ଯୁଦ୍ଧ ସମାପ୍ତ ହେଲା ।
- . 1924- ଚୀନରେ ବମପୋଆ ସୈନ୍ୟ ଏକାଡମୀର ସ୍ଥାପନା ହେଲା ।
- . 1976-ଦକ୍ଷିଣ ଅଫ୍ରିକାରେ ଟୋଏଟାଠାରେ ଦସ ହଜାର କଳା ସ୍କୂଲୀ ଛାତ୍ର ସ୍କୁଲ ଗୁଡିକରେ ମିଳୁଥିବା ନିମ୍ନ ଗୁଣବତ୍ତାର ଶିକ୍ଷା ବିରୋଧରେ ତଥା ନିଜ ଭାଷାରେ କଥା ଅଧିକାର ପାଇବା ପାଇଁ ପ୍ରାୟଃ ଅଧା ମୀଲ ଲଂବା ପ୍ରଦର୍ଶନ କରିଥିଲେ । ଫଳରେ 100ରୁ ଅଧିକ ଛାତ୍ର ପୁଲିସ ଗୁଳିର ଶିକାର ହେଲେ ଏବଂ ହଜାରରୁ ଅଧିକ ଆଘାତ ହୋଇଥିଲେ ।
- . 1997-ଅଲ୍ଜୀରିଆରେ ନରସଂହାର ହେଲାରୁ ଏଥିରେ 50 ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା ।
ଜନ୍ମ[ସମ୍ପାଦନା]
- ୧୭୨୩: ଆଡାମ ସ୍ମିଥ, ସ୍କଟିସ ଦାର୍ଶନିକ (ମୃତ୍ୟୁ: ୧୭ ଜୁଲାଇ ୧୭୯୦)
ଦେହାନ୍ତ[ସମ୍ପାଦନା]
ପର୍ବପର୍ବାଣୀ[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ୧୬ ଜୁନ ବାବଦରେ ମାଧ୍ୟମ ରହିଛି । |