୧ ଡିସେମ୍ବର
ଦେଖଣା
| << | ଡିସେମ୍ବର | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | |
| ୭ | ୮ | ୯ | ୧୦ | ୧୧ | ୧୨ | ୧୩ |
| ୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
| ୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
| ୨୮ | ୨୯ | ୩୦ | ୩୧ | |||
| ୨୦୨୫ | ||||||
| December 1 in recent years |
| ୨୦୨୪ (ରବିବାର) |
| ୨୦୨୩ (ଶୁକ୍ରବାର) |
| ୨୦୨୨ (ଗୁରୁବାର) |
| ୨୦୨୧ (ବୁଧବାର) |
| ୨୦୨୦ (ମଙ୍ଗଳବାର) |
| ୨୦୧୯ (ରବିବାର) |
| ୨୦୧୮ (ଶନିବାର) |
| ୨୦୧୭ (ଶୁକ୍ରବାର) |
| ୨୦୧୬ (ଗୁରୁବାର) |
| ୨୦୧୫ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଡିସେମ୍ବର ବର୍ଷର ୩୩୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୩୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୩୦ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୯୦୯ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଦ୍ମଶ୍ରୀ ସମ୍ମାନିତ ପ୍ରତ୍ନତତ୍ୱବିଦ, ଐତିହାସିକ ଏବଂ ଗବେଷକ (ମୃତ୍ୟୁ: ୨୫ ଫେବୃଆରୀ ୧୯୮୭)
- ୧୯୧୪ – ପ୍ରାଣବନ୍ଧୁ କର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର, କବି ଓ ଗାଳ୍ପିକ (ମୃତ୍ୟୁ: ୧୯୯୮)
- ୧୯୩୯ – ହେମାନନ୍ଦ ବିଶ୍ୱାଳ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ
- ୧୯୫୫ – ଉଦିତ ନାରାୟଣ, ପଦ୍ମ ଭୂଷଣ ସମ୍ମାନିତ ଭାରତୀୟ ପ୍ରଚ୍ଛଦପଟ ଗାୟକ
ମୃତ୍ୟୁ
[ସମ୍ପାଦନା]- ୧୯୯୦ – ବିଜୟଲକ୍ଷ୍ମୀ ପଣ୍ଡିତ, ରାଜନୀତିଜ୍ଞ (ଜନ୍ମ: ୧୮ ଅଗଷ୍ଟ ୧୯୦୦)
ପର୍ବପର୍ବାଣି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧ ଡିସେମ୍ବର
ବାବଦରେ ମାଧ୍ୟମ ରହିଛି ।