୯ ଅଗଷ୍ଟ
Appearance
<< | ଅଗଷ୍ଟ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ||||
୪ | ୫ | ୬ | ୭ | ୮ | ୯ | ୧୦ |
୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
୨୫ | ୨୬ | ୨୭ | ୨୮ | ୨୯ | ୩୦ | ୩୧ |
୨୦୨୪ |
August 9 in recent years |
୨୦୨୪ (ଶୁକ୍ରବାର) |
୨୦୨୩ (ବୁଧବାର) |
୨୦୨୨ (ମଙ୍ଗଳବାର) |
୨୦୨୧ (ସୋମବାର) |
୨୦୨୦ (ରବିବାର) |
୨୦୧୯ (ଶୁକ୍ରବାର) |
୨୦୧୮ (ଗୁରୁବାର) |
୨୦୧୭ (ବୁଧବାର) |
୨୦୧୬ (ମଙ୍ଗଳବାର) |
୨୦୧୫ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ଅଗଷ୍ଟ ବର୍ଷର ୨୨୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୪ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୮୬୨ – ସ୍ୱଭାବ କବି ଗଙ୍ଗାଧର ମେହେର (ମୃତ୍ୟୁ: ୪ ଅପ୍ରେଲ ୧୯୨୪)
- ୧୯୦୪ – ସାରଳା ଦେବୀ, ସ୍ୱାଧୀନତା ସଂଗ୍ରାମୀ ଓ ଲେଖିକା (ମୃତ୍ୟୁ: ୪ ଅକ୍ଟୋବର ୧୯୮୬)
ମୃତ୍ୟୁ
[ସମ୍ପାଦନା]- ୨୦୧୬ – ବରେନ୍ଦ୍ର କୃଷ୍ଣ ଧଳ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ସାମ୍ବାଦିକ (ଜନ୍ମ: ୨୫ ମାର୍ଚ୍ଚ ୧୯୪୧)
ପର୍ବପର୍ବାଣି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୯ ଅଗଷ୍ଟ
ବାବଦରେ ମାଧ୍ୟମ ରହିଛି ।