Jump to content

ଅକ୍ଟୋବର

ଉଇକିପିଡ଼ିଆ‌ରୁ
୧୦
୧୧୧୨୧୩୧୪୧୫୧୬୧୭
୧୮୧୯୨୦୨୧୨୨୨୩୨୪
୨୫୨୬୨୭୨୮୨୯୩୦୩୧

ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଅକ୍ଟୋବର ହେଉଛି ବର୍ଷର ଦଶମ ମାସ, ଏବଂ ସାତୋଟି ୩୧ ଦିନିଆ ମାସ ମଧ୍ୟରୁ ଷଷ୍ଠ ମାସ । ଲାଟିନ୍ ଭାଷାରେ, ଅକ୍ଟୋ (octo) ଅର୍ଥ ହେଉଛି "ଆଠ" । ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ଅକ୍ଟୋବର ହିଁ ରୋମାନ୍ କ୍ୟାଲେଣ୍ଡରର ଅଷ୍ଟମ ମାସ ଥିଲା ।[] ଅକ୍ଟୋବର ସାଧାରଣତଃ ଦକ୍ଷିଣ ଗୋଲାର୍ଦ୍ଧର କିଛି ଅଂଶରେ ବସନ୍ତର ଋତୁ ଏବଂ ଉତ୍ତର ଗୋଲାର୍ଦ୍ଧର କିଛି ଅଂଶରେ ଶରତ ଋତୁ ସହିତ ଜଡ଼ିତ ।

ପାଳିତ ଦିବସ

[ସମ୍ପାଦନା]
  1. DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 6 February 2022.{{cite web}}: CS1 maint: numeric names: authors list (link)