୨୧ ଫେବୃଆରୀ
Jump to navigation
Jump to search
<< | ଫେବୃଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ||||||
୨୦୨୧ |
February 21 in recent years |
୨୦୨୦ (ଶୁକ୍ରବାର) |
୨୦୧୯ (ଗୁରୁବାର) |
୨୦୧୮ (ବୁଧବାର) |
୨୦୧୭ (ମଙ୍ଗଳବାର) |
୨୦୧୬ (ରବିବାର) |
୨୦୧୫ (ଶନିବାର) |
୨୦୧୪ (ଶୁକ୍ରବାର) |
୨୦୧୩ (ଗୁରୁବାର) |
୨୦୧୨ (ମଙ୍ଗଳବାର) |
୨୦୧୧ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ଫେବୃଆରୀ ବର୍ଷର ୫୨ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୧୩ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୧୪ ଦିନ ) ।
ଘଟଣାବଳୀ[ସମ୍ପାଦନା]
ଜନ୍ମ[ସମ୍ପାଦନା]
- ୧୮୭୮ – ମିରା ଅଲଫାସା, ଆଧ୍ୟାତ୍ମିକ ଗୁରୁ (ମୃତ୍ୟୁ: ୧୭ ନଭେମ୍ବର ୧୯୭୩)
- ୧୯୦୧ – ଉପେନ୍ଦ୍ର କିଶୋର ଦାସ, ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୨୦ ଅପ୍ରେଲ, ୧୯୭୨)
ମୃତ୍ୟୁ[ସମ୍ପାଦନା]
- ୧୯୭୧ – ଆଚାର୍ଯ୍ୟ ହରିହର, ସ୍ୱାଧୀନତା ସଂଗ୍ରାମୀ ଓ ଶିକ୍ଷକ (ଜନ୍ମ: ୮ ମାର୍ଚ୍ଚ ୧୮୭୯)
- ୧୯୭୫ – ବାମାଚରଣ ମିତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ସାହିତ୍ୟିକ (ଜନ୍ମ: ଡିସେମ୍ବର ୧୯୧୫)
- ୨୦୦୦ – ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ଜନ୍ମ: ୨୫ ଅଗଷ୍ଟ ୧୯୧୧)
ପର୍ବପର୍ବାଣୀ[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ୨୧ ଫେବୃଆରୀ ବାବଦରେ ମାଧ୍ୟମ ରହିଛି । |