୫ ଫେବୃଆରୀ
<< | ଫେବୃଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | |||
୫ | ୬ | ୭ | ୮ | ୯ | ୧୦ | ୧୧ |
୧୨ | ୧୩ | ୧୪ | ୧୫ | ୧୬ | ୧୭ | ୧୮ |
୧୯ | ୨୦ | ୨୧ | ୨୨ | ୨୩ | ୨୪ | ୨୫ |
୨୬ | ୨୭ | ୨୮ | ||||
୨୦୨୩ |
February 5 in recent years |
୨୦୨୩ (ରବିବାର) |
୨୦୨୨ (ଶନିବାର) |
୨୦୨୧ (ଶୁକ୍ରବାର) |
୨୦୨୦ (ବୁଧବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ଗୁରୁବାର) |
୨୦୧୪ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ଫେବୃଆରୀ ବର୍ଷର ୩୬ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୯ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୦ ଦିନ ) ।
ଘଟଣାବଳୀ[ସମ୍ପାଦନା]
- ୧୮୧୭ – ଆମେରିକାରେ ପ୍ରଥମ ଥର କୋଇଲା ଗ୍ୟାସରେ ବତୀ ପ୍ରଜ୍ଜ୍ୱଳିତ ।
- ୧୯୦୦ – ଆମେରିକା ଓ ବ୍ରିଟେନ ମଧ୍ୟରେ ପାନାମା କେନାଲ ଚୁକ୍ତି ସ୍ୱାକ୍ଷର ।
- ୧୯୩୭ – ପ୍ରଥମ ଥର ଚାର୍ଲି ଚାପଲିନ ଅଭିନୀତ କଥାଚିତ୍ର (କଥାକୁହା ସିନେମା) ମୁକ୍ତିଲାଭ କରିଥିଲା ।
- ୧୯୭୧ – ମହାକାଶ ଯାନ ଆପୋଲୋ-୧୪ ଅଭିଯାନରେ ମହାକାଶଚାରୀ ଚନ୍ଦ୍ରରେ ପାଦ ଦେଲେ ।
ଜନ୍ମ[ସମ୍ପାଦନା]
- ୧୯୩୪ – ରୋହିଦାସ ସିଂ ନାଗ, ମୁଣ୍ଡାରୀ ଭାଷାର ଲିପି ମୁଣ୍ଡାରୀବାନିର ସ୍ରଷ୍ଟା (ମୃତ୍ୟୁ: ୩୦ ଡିସେମ୍ବର, ୨୦୧୨)
- ୧୯୭୬ – ଅଭିଷେକ ବଚ୍ଚନ, ଭାରତୀୟ ଚଳଚ୍ଚିତ୍ର ଅଭିନେତା।
- ୧୯୯୦ – ଭୁବନେଶ୍ୱର କୁମାର, ଭାରତୀୟ କ୍ରିକେଟ ଖେଳାଳି
ମୃତ୍ୟୁ[ସମ୍ପାଦନା]
- ୧୯୦୫ – ରାଧାକୃଷ୍ଣ ବିଶ୍ୱାସରାୟ, ସ୍ୱାଧୀନ ସଂଗ୍ରାମୀ ଓ ରାଜନେତା (ଜନ୍ମ: ୫ ମାର୍ଚ୍ଚ ୧୯୦୫)
- ୧୯୯୯ – ଇନ୍ଦ୍ରାଣୀ ରହମାନ, ପଦ୍ମଶ୍ରୀ ସମ୍ମାନିତ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ (ଜନ୍ମ: ୧୯ ସେପ୍ଟେମ୍ବର ୧୯୩୦)
ପର୍ବପର୍ବାଣି[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ୫ ଫେବୃଆରୀ
ବାବଦରେ ମାଧ୍ୟମ ରହିଛି ।