୧୫ ଜାନୁଆରୀ
Jump to navigation
Jump to search
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ||||||
୨ | ୩ | ୪ | ୫ | ୬ | ୭ | ୮ |
୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
୩୦ | ୩୧ | |||||
୨୦୨୨ |
January 15 in recent years |
୨୦୨୨ (ଶନିବାର) |
୨୦୨୧ (ଶୁକ୍ରବାର) |
୨୦୨୦ (ବୁଧବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ଗୁରୁବାର) |
୨୦୧୪ (ବୁଧବାର) |
୨୦୧୩ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୫ ଜାନୁଆରୀ ବର୍ଷର ୧୫ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୫୦ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୫୧ ଦିନ ) ।
ଜନ୍ମ[ସମ୍ପାଦନା]
- ୧୯୩୨ – ପ୍ରମୋଦ ପତି, ଫିଲ୍ମଫେୟାର ପୁରସ୍କାର ସମ୍ମାନିତ ନିର୍ଦ୍ଦେଶକ (ମୃତ୍ୟୁ: ୨୦ ଜାନୁଆରୀ ୧୯୭୫)[୧]
- ୧୯୩୪ – ଭି. ଏସ. ରମାଦେବୀ, ପ୍ରଥମ ମହିଳା ମୁଖ୍ୟ ନିର୍ବାଚନ କମିଶନର (ମୃତ୍ୟୁ: ୧୭ ଅପ୍ରେଲ ୨୦୧୩)
- ୧୯୪୨ – ରାଜକିଶୋର ମିଶ୍ର, ଓଡ଼ିଆ ସାହିତ୍ୟିକ
- ୧୯୪୬ – ହରପ୍ରସାଦ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ
ମୃତ୍ୟୁ[ସମ୍ପାଦନା]
- ୧୯୯୯ – ଗୁଲଜାରୀଲାଲ ନନ୍ଦା, ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ (ଜନ୍ମ: ୪ ଜୁଲାଇ ୧୮୯୮)
- ୨୦୧୨ – କ୍ଷୀରୋଦ ଚନ୍ଦ୍ର ପୋଥାଳ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୩୦ ଜୁନ ୧୯୩୯)[୨]
- ୨୦୧୨ – ହୋମାଇ ବ୍ୟାରାୱାଲା, ଭାରତର ପ୍ରଥମ ମହିଳା ଫଟୋ ଖବରଦାତା (ଜନ୍ମ: ୯ ଡିସେମ୍ବର ୧୯୧୩)
ଘଟଣାବଳୀ[ସମ୍ପାଦନା]
- ୧୯୬୨ – ସୈନିକ ସ୍କୁଲ, ଭୁବନେଶ୍ୱର, ଅସ୍ଥାୟୀ ଭାବେ ଏକ ସରକାରୀ ଭବନରେ ଆରମ୍ଭ ହେଇଥିଲା ।
- ୨୦୦୧ – ଉଇକିପିଡ଼ିଆ, ଏକ ଖୋଲା ଜ୍ଞାନକୋଷର ଇଣ୍ଟରନେଟରେ ଆରମ୍ଭ ।
ପର୍ବପର୍ବାଣି[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "ଅଭିନବ ଭାରତୀୟ ଚଳଚ୍ଚିତ୍ରର ଜନକ". ପ୍ରମେୟ. ୨୦ଜାନୁଅରୀ ୨୦୨୧. Archived from the original on 20 January 2021. Retrieved 20 January 2021. Check date values in:
|date=
(help) - ↑ "ଗୀତିକାର କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ପରଲୋକ". dharitri.com. Retrieved 20 January 2021.
ଅଧିକ ତଥ୍ୟ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ୧୫ ଜାନୁଆରୀ ବାବଦରେ ମାଧ୍ୟମ ରହିଛି । |