୭ ଫେବୃଆରୀ
ଦେଖଣା
| << | ଫେବୃଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ||||||
| ୨ | ୩ | ୪ | ୫ | ୬ | ୭ | ୮ |
| ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
| ୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
| ୨୩ | ୨୪ | ୨୫ | ୨୬ | ୨୭ | ୨୮ | |
| ୨୦୨୫ | ||||||
| February 7 in recent years |
| ୨୦୨୫ (ଶୁକ୍ରବାର) |
| ୨୦୨୪ (ବୁଧବାର) |
| ୨୦୨୩ (ମଙ୍ଗଳବାର) |
| ୨୦୨୨ (ସୋମବାର) |
| ୨୦୨୧ (ରବିବାର) |
| ୨୦୨୦ (ଶୁକ୍ରବାର) |
| ୨୦୧୯ (ଗୁରୁବାର) |
| ୨୦୧୮ (ବୁଧବାର) |
| ୨୦୧୭ (ମଙ୍ଗଳବାର) |
| ୨୦୧୬ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ଫେବୃଆରୀ ବର୍ଷର ୩୮ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୭ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୨୮ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୭୯୨ - ଅଷ୍ଟ୍ରିଆ-ପ୍ରୁସିଆ ମଧ୍ୟରେ ସ୍ୱାକ୍ଷର ଚୁକ୍ତି।
- ୧୮୮୪ - କାନାଡ଼ାରେ ରଗବୀ କ୍ରୀଡ଼ା ସଙ୍ଘ ଗଠିତ।
- ୧୯୭୪ - ଗ୍ରେନେଡ଼ା ସ୍ୱାଧୀନତା ଲାଭ କଲା।
- ୧୯୭୬ - ଋଷିଆରେ ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ ନିର୍ମିତ।
- ୨୦୧୩ - ଆଜାରବୈଜାନ ପ୍ରଥମଥର ଉପଗ୍ରହ ମହାକାଶକୁ ପ୍ରେରଣ କଲା।
ଜନ୍ମ
[ସମ୍ପାଦନା]ଦେହାନ୍ତ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୭ ଫେବୃଆରୀ
ବାବଦରେ ମାଧ୍ୟମ ରହିଛି ।