୫ ସେପ୍ଟେମ୍ବର
ଦେଖଣା
| << | ସେପ୍ଟେମ୍ବର | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | |
| ୭ | ୮ | ୯ | ୧୦ | ୧୧ | ୧୨ | ୧୩ |
| ୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
| ୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
| ୨୮ | ୨୯ | ୩୦ | ||||
| ୨୦୨୫ | ||||||
| September 5 in recent years |
| ୨୦୨୫ (ଶୁକ୍ରବାର) |
| ୨୦୨୪ (ଗୁରୁବାର) |
| ୨୦୨୩ (ମଙ୍ଗଳବାର) |
| ୨୦୨୨ (ସୋମବାର) |
| ୨୦୨୧ (ରବିବାର) |
| ୨୦୨୦ (ଶନିବାର) |
| ୨୦୧୯ (ଗୁରୁବାର) |
| ୨୦୧୮ (ବୁଧବାର) |
| ୨୦୧୭ (ମଙ୍ଗଳବାର) |
| ୨୦୧୬ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ସେପ୍ଟେମ୍ବର ବର୍ଷର ୨୪୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୭ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୧୮୩୯: ଚୀନ ବିରୁଦ୍ଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିଥିଲା ।
- ୧୮୮୭: ଇଂଲଣ୍ଡ ଥିଏଟର୍ ଅଗ୍ନିକାଣ୍ଡରେ ୧୮୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୪୪: ବେଲଜିଅମ-ନେଦରଲ୍ୟାଣ୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
- ୧୯୭୭: ଭଏଜର୍ ୧ (Voyager 1) ମହାକାଶଯାନର ଉତ୍କ୍ଷେପଣ ହୋଇଥିଲା ।
- ୧୯୯୧: ନେଲସନ ମଣ୍ଡେଲା ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
- ୨୦୧୪: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ଇବୋଲା ଭୂତାଣୁ ରୋଗରେ ଆକ୍ରାନ୍ତ ହୋଇ ୧,୯୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
ଜନ୍ମ
[ସମ୍ପାଦନା]
- ୧୮୮୮: ଡା. ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମଗ୍ରହଣ କରିଥିଲେ ।
- ୧୯୩୧: ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଲେଖକ ଧନେଶ୍ୱର ମହାପାତ୍ର ଜନ୍ମଗ୍ରହଣ କରିଥିଲେ ।
ଦେହାନ୍ତ
[ସମ୍ପାଦନା]- ୨୦୧୬: ଦକ୍ଷିଣ ଆଫ୍ରିକାର ବ୍ଲୋମ୍ଫୋଣ୍ଟେନ୍ଠାରେ ୯୭ ବର୍ଷିୟ କ୍ରିକେଟ ଖେଳାଳୀ ଲିଣ୍ଡସେ ଟକେଟ୍ ମୃତ୍ୟୁବରଣ କରିଥିଲେ ।
ପର୍ବପର୍ବାଣି
[ସମ୍ପାଦନା]- ୨୦୧୬: ଗଣେଶ ପୂଜା
ଏହାଛଡ଼ା ପ୍ରତି ବର୍ଷ ଏହି ତାରିଖରେ ସମ୍ପୂର୍ଣ୍ଣ ଭାରତରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ ।
ଆଧାର
[ସମ୍ପାଦନା]- ↑ "ଇତିହାସରେ ଆଜି". ସମାଜ. Retrieved 5 September 2016.
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୫ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।