ଡିସେମ୍ବର
ଦେଖଣା
<< | ଡିସେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | ୩୧ | ||||
୨୦୨୪ |
ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଡିସେମ୍ବର ହେଉଛି ବର୍ଷର ଦ୍ୱାଦଶ ଏବଂ ଶେଷ ମାସ, ଏବଂ ସାତୋଟି ୩୧ ଦିନିଆ ମାସ ମଧ୍ୟରୁ ଗୋଟିଏ । ଲାଟିନ୍ ଭାଷାରେ, ଡିସେମ୍ (decem) ଅର୍ଥ ହେଉଛି "ଦଶ" ।[୧] ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ଡିସେମ୍ବର ହିଁ ରୋମାନ୍ କ୍ୟାଲେଣ୍ଡରର ଦଶମ ମାସ ଥିଲା । ଡିସେମ୍ବର ସହିତ ଜଡ଼ିତ ଫୁଲ ହେଉଛି ହୋଲି କିମ୍ବା ନରସିସସ୍ । ଡିସେମ୍ବର ମାସର ଉତ୍ତର ଗୋଲାର୍ଦ୍ଧରେ ଦିନର ସମୟ ସବୁଠାରୁ କମ୍ (ସୂର୍ଯ୍ୟ କିରଣ ସମୟ) ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦିନର ସମୟ ଦୀର୍ଘତମ ହୋଇଥାଏ ।
ପାଳିତ ଦିବସ
[ସମ୍ପାଦନା]- ଡିସେମ୍ବର ୧:ବିଶ୍ୱ ଏଡ୍ସ ଦିବସ
- ଡିସେମ୍ବର ୧: ସୀମା ସୁରକ୍ଷା ବଳ ସ୍ଥାପନା ଦିବସ (ଭାରତ)
- ଡିସେମ୍ବର ୨: ଆନ୍ତର୍ଜାତୀୟ କ୍ରୀତଦାସ ପ୍ରଥା ଉଚ୍ଛେଦ ଦିବସ
- ଡିସେମ୍ବର ୨: ଜାତୀୟ ପ୍ରଦୂଷଣ ନିବାରଣ ଦିବସ (ଭାରତ)
- ଡିସେମ୍ବର ୨: ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ
- ଡିସେମ୍ବର ୩: ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ
- ଡିସେମ୍ବର ୪ : ଭାରତୀୟ ନୌସେନା ଦିବସ
- ଡିସେମ୍ବର ୧୪ :ଜାତୀୟ ଶକ୍ତି ସଂରକ୍ଷଣ ଦିବସ
- ଡିସେମ୍ବର ୨୨: ଜାତୀୟ ଗଣିତ ଦିବସ (ଭାରତ)
- ଡିସେମ୍ବର ୧୯: ଗୋଆ ମୁକ୍ତି ଦିବସ
- ଡିସେମ୍ବର ୨୫: ସୁଶାସନ ଦିବସ
ଆଧାର
[ସମ୍ପାଦନା]- ↑ DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 6 February 2022.
{{cite web}}
: CS1 maint: numeric names: authors list (link)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |