ବୁଧବାର
ଦେଖଣା
ବୁଧବାର ମଙ୍ଗଳବାର ଆଉ ଗୁରୁବାର ମଝିରେ ଆସୁଥିବା ଏକ ଦିନ । ବୁଧବାର ସପ୍ତାହର ଚତୁର୍ଥ ଦିନ । ଏହା ମଙ୍ଗଳବାର ପରେ ଏବଂ ଗୁରୁବାର ପୂର୍ବରୁ ଆସିଥାଏ । ଏହି ବୁଧବାର ଦିନଟି ଭଗବାନ ବୁଦ୍ଧଙ୍କ ନାମରେ ନାମିତ ହୋଇଛି ବୋଲି ବିଶ୍ୱାସ କରାଯାଏ ।[୧] ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ନାମକ ଏକ ଗ୍ରହର ନାମ ସହ ଏହାର ନାମ ମଧ୍ୟ ଜଡ଼ିତ ଅଛି ।[୨]
ଆଧାର
[ସମ୍ପାଦନା]- ↑ "How every day of the week got its name". TheFreeDictionary.com. Retrieved 13 February 2022.
- ↑ "week | Origin, History, & Facts | Britannica". www.britannica.com (in ଇଂରାଜୀ). Retrieved 13 February 2022.
ବାହାର ତଥ୍ୟ
[ସମ୍ପାଦନା]ବୁଧବାର ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
ଉଇକିମିଡ଼ିଆ କମନ୍ସରେ Wednesday
ବାବଦରେ ମାଧ୍ୟମ ରହିଛି ।