ବୁଧବାର
Jump to navigation
Jump to search
ବୁଧବାର ହେଲା ସପ୍ତାହର ଏମିତି ଏକ ଦିନ ଯାହା ମଙ୍ଗଳବାର ଆଉ ଗୁରୁବାର ମଝିରେ ଆସେ ।
- ଶ୍ରୀଗଣେଶଙ୍କ ବାର ହେଉଛି ବୁଧବାର । ଗଣେଶଙ୍କୁ ପ୍ରସନ୍ନ କରିବା ଲାଗି ଭାଦ୍ର କିମ୍ବା ମାଘ ମାସରେ ବ୍ରତ ଓ ଉପବାସ ରଖାଯାଏ । ଯାହାର ବୁଧଗ୍ରହ ଦୋଷ ରହିଛି, ସେମାନେ ଗ୍ରହ ଶାନ୍ତି ପାଇଁ ଗଣେଶଙ୍କୁ ପୂଜା କରନ୍ତି । ଏହିଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ସବୁଜ ସାମଗ୍ରୀ ଦାନ କରନ୍ତୁ ।
ଆଧାର[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]
![]() |
ବୁଧବାର ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ । |
![]() |
ଉଇକିମିଡ଼ିଆ କମନ୍ସରେ Wednesday ବାବଦରେ ମାଧ୍ୟମ ରହିଛି । |