୧୧ ସେପ୍ଟେମ୍ବର
ଦେଖଣା
| << | ସେପ୍ଟେମ୍ବର | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | |
| ୭ | ୮ | ୯ | ୧୦ | ୧୧ | ୧୨ | ୧୩ |
| ୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
| ୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
| ୨୮ | ୨୯ | ୩୦ | ||||
| ୨୦୨୫ | ||||||
| September 11 in recent years |
| ୨୦୨୫ (ଗୁରୁବାର) |
| ୨୦୨୪ (ବୁଧବାର) |
| ୨୦୨୩ (ସୋମବାର) |
| ୨୦୨୨ (ରବିବାର) |
| ୨୦୨୧ (ଶନିବାର) |
| ୨୦୨୦ (ଶୁକ୍ରବାର) |
| ୨୦୧୯ (ବୁଧବାର) |
| ୨୦୧୮ (ମଙ୍ଗଳବାର) |
| ୨୦୧୭ (ସୋମବାର) |
| ୨୦୧୬ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୧ ସେପ୍ଟେମ୍ବର ବର୍ଷର ୨୫୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୧ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୨୦୦୧: ଅଲ୍-କାଏଦା ପକ୍ଷରୁ ଯୁକ୍ତରାଜ୍ୟ ଆମେରିକାରେ ଥିବା ବିଶ୍ୱ ବାଣିଜ୍ୟ କେନ୍ଦ୍ର (World Trade Center) ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୨,୯୯୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା, ୬୦୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ ଓ ଅତି କମ୍ରେ ୧୦ ବିଲିୟନ୍ ଡଲାର୍ ସମ୍ପତ୍ତି ନଷ୍ଟ ହୋଇଥିଲା ।
ଜନ୍ମ
[ସମ୍ପାଦନା]- ୧୮୯୫: ପ୍ରଥମ ସତ୍ୟାଗ୍ରହୀ ବିନାୟକ ନରହରି ଭାବେ ଜନ୍ମଗ୍ରହଣ କରିଥିଲେ ।
ଦେହାନ୍ତ
[ସମ୍ପାଦନା]- ୧୯୮୭: ହିନ୍ଦୀ କବି ତଥା ସ୍ୱାଧୀନତା ସଂଗ୍ରାମୀ ମହାଦେବୀ ବର୍ମା ମୃତ୍ୟୁବରଣ କରିଥିଲେ ।
ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୧ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ
- କାନାଡାରେ ଏହି ଦିନ Archived 2014-10-20 at the Wayback Machine.