କୁମାର ମାଝୀ
ଦେଖଣା
(କୁମାର ମାଝିରୁ ଲେଉଟି ଆସିଛି)
କୁମାର ମାଝୀ | |
|---|---|
| ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୪୬ – ୧୯୫୨ | |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପର ଅଧିକାରୀ | ଜନାର୍ଦନ ଭଞ୍ଜ ଦେଓ, କୃଷ୍ଣ ଚନ୍ଦ୍ର ମହାପାତ୍ର |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଫେବୃଆରୀ ୧୦, ୧୯୪୩ |
| ମୃତ୍ୟୁ | ୨୭ ଜାନୁଆରୀ ୨୦୧୩ (ବୟସ ୬୯) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ସ୍ୱାଧୀନ |
| ଜୀବନ ସାଥୀ | ମନ୍ଦୋଦରୀ ମାଝୀ |
| ସନ୍ତାନ | ୧ ପୁଅ, ୩ ଝିଅ |
| ବାପା/ବୋଉ | ଧର୍ମ ମାଝୀ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
କୁମାର ମାଝୀ (ଜନ୍ମ: ୧୦ ଫେବୃଆରୀ ୧୯୪୩ - ୨୧ ଜାନୁଆରୀ ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ "Late Kumar Majhi". odishaassembly.nic.in. Odisha Assembly. Retrieved 16 July 2019.