ଧରଣୀଧର ଜେନା
Appearance
ଧରଣୀଧର ଜେନା | |
---|---|
ସାଂସଦ ଲୋକ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | କାହ୍ନୁ ଚରଣ ଜେନା |
ପର ଅଧିକାରୀ | ଅର୍ଜୁନ ଚରଣ ସେଠୀ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ, ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ବସନ୍ତପ୍ରସଭା ଜେନା |
ଧରଣୀଧର ଜେନା ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ୧୯୬୭ ମସିହାରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱତନ୍ତ୍ର ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।[୧][୨][୩][୪]
ରାଜନୈତିକ ଜୀବନ
[ସମ୍ପାଦନା]ଧରଣୀଧର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ସାଧାରଣ ନିର୍ବାଚନରେ ସେ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ଲୋକ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହଯାଏଁ କାର୍ଯ୍ୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ India. Parliament. Lok Sabha (2003). Indian Parliamentary Companion: Who's who of Members of Lok Sabha. Lok Sabha Secretariat. p. 206. Retrieved 29 December 2018.
- ↑ Times of India (Firm) (1970). The Times of India Directory and Year Book Including Who's who. Bennett, Coleman & Company. p. 357. Retrieved 29 December 2018.
- ↑ Reference India. Tradesman & Men India. 1969. p. 84. Retrieved 29 December 2018.
- ↑ Hindustan Year-book and Who's who. M. C. Sarkar. 1967. p. 95. Retrieved 29 December 2018.
- ↑ ନାୟକ, ଉଦ୍ଧବ ଚରଣ. ଓଡ଼ିଶା ରାଜନୀତିର ଇତିହାସ (ଜାନୁଆରୀ ୨୦୧୪ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୭୬.