ରାମଚନ୍ଦ୍ର ରଥ
Appearance
ରାମଚନ୍ଦ୍ର ରଥ | |
---|---|
ସାଂସଦ: ୧୦ମ ଲୋକ ସଭା | |
କାର୍ଯ୍ୟକାଳ ୧୯୯୧ – ୧୯୯୬ | |
ପୂର୍ବ ଅଧିକାରୀ | ଅନନ୍ତ ନାରାୟଣ ସିଂହ ଦେଓ |
ପର ଅଧିକାରୀ | ବିଜୁ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ଆସିକା |
ସାଂସଦ: ୬ଷ୍ଠ, ୭ମ ଲୋକ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୪ | |
ପୂର୍ବ ଅଧିକାରୀ | ଦୁତିକୃଷ୍ଣ ପଣ୍ଡା |
ପର ଅଧିକାରୀ | ସୋମନାଥ ରଥ |
ନିର୍ବାଚନ ମଣ୍ଡଳୀ | କବିସୂର୍ଯ୍ୟ ନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୬ ଅପ୍ରେଲ ୧୯୪୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | ବିନାୟକ ରଥ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାମଚନ୍ଦ୍ର ରଥ (ଜନ୍ମ: ୬ ଅପ୍ରେଲ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକ ସଭାର ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୭୭, ୧୯୮୦ ଓ ୧୯୯୧ ଭାରତୀୟ ସାଧାରଣ ନିର୍ବାଚନରେ ସେ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ ଓ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ରାମଚନ୍ଦ୍ର ୧୯୪୫ ମସିହାର ଅପ୍ରେଲ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିନାୟକ ରଥ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧]
ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୭ | ୧୯୭୯ | ସଭ୍ୟ, ୬ଷ୍ଠ ଲୋକ ସଭା | ଆସିକା | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୪ | ସଭ୍ୟ, ୭ମ ଲୋକ ସଭା | ଆସିକା | କଂଗ୍ରେସ (ଇ) |
୧୯୯୧ | ୧୯୯୬ | ସଭ୍ୟ, ୧୦ମ ଲୋକ ସଭା | ଆସିକା | କଂଗ୍ରେସ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Rama Chandra Rath". odishaassembly.nic.in. Odisha Assembly. Retrieved 22 February 2021.