Jump to content

୪ର୍ଥ ଲୋକ ସଭା

ଉଇକିପିଡ଼ିଆ‌ରୁ

୪ର୍ଥ ଲୋକ ସଭା ୧୯୬୭ ମସିହାରେ ଗଠିତ ହୋଇଥିଲା । ଏହି ଲୋକ ସଭା ୧୯୬୭ର ସାଧାରଣ ନିର୍ବାଚନ ପରେ ୪ ମାର୍ଚ୍ଚ ୧୯୬୭ରେ ଗଠିତ ହୋଇଥିଲା ଏବଂ ମାତ୍ର ସାଢ଼େ ତିନି ବର୍ଷ ପରେ ୨୭ ଡିସେମ୍ବର ୧୯୭୦ରେ ଏହି ଲୋକ ସଭା ଭଙ୍ଗ ହୋଇଥିଲା । ୧୯୬୭ର ନିର୍ବାଚନ ପରେ ରାଜ୍ୟ ସଭାର ୧୩ ଜଣ ସଦସ୍ୟ ୪ର୍ଥ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।[୧]

ଇନ୍ଦିରା ଗାନ୍ଧୀ ଏହାର ପୂର୍ବ ଲୋକ ସଭାରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ଲୋକ ସଭାରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ଏହାର ପରବର୍ତ୍ତୀ ୫ମ ଲୋକ ସଭାରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

[ସମ୍ପାଦନା]
  1. ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  2. ↑ "Fourth Lok Sabha". Lok Sabha Secretariat, New Delhi. Archived from the original on 21 ଅକ୍ଟୋବର 2013. Retrieved 12 ଜାନୁଆରୀ 2010.

ବାହାର ଆଧାର

[ସମ୍ପାଦନା]