୪ର୍ଥ ଲୋକ ସଭା
ଦେଖଣା
୪ର୍ଥ ଲୋକ ସଭା ୧୯୬୭ ମସିହାରେ ଗଠିତ ହୋଇଥିଲା । ଏହି ଲୋକ ସଭା ୧୯୬୭ର ସାଧାରଣ ନିର୍ବାଚନ ପରେ ୪ ମାର୍ଚ୍ଚ ୧୯୬୭ରେ ଗଠିତ ହୋଇଥିଲା ଏବଂ ମାତ୍ର ସାଢ଼େ ତିନି ବର୍ଷ ପରେ ୨୭ ଡିସେମ୍ବର ୧୯୭୦ରେ ଏହି ଲୋକ ସଭା ଭଙ୍ଗ ହୋଇଥିଲା । ୧୯୬୭ର ନିର୍ବାଚନ ପରେ ରାଜ୍ୟ ସଭାର ୧୩ ଜଣ ସଦସ୍ୟ ୪ର୍ଥ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।[୧]
ଇନ୍ଦିରା ଗାନ୍ଧୀ ଏହାର ପୂର୍ବ ଲୋକ ସଭାରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ଲୋକ ସଭାରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ଏହାର ପରବର୍ତ୍ତୀ ୫ମ ଲୋକ ସଭାରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ଗୁରୁତ୍ୱପୂର୍ଣ୍ଣ ସଦସ୍ୟ
[ସମ୍ପାଦନା]- ବାଚସ୍ପତି:
- ଏନ୍. ସଞ୍ଜୀବ ରେଡ୍ଡୀ ୧୭ ମାର୍ଚ୍ଚ ୧୯୬୭ - ୧୯ ଜୁଲାଇ ୧୯୬୯
- ଗୁରୁଦୟାଲ ସିଂହ ଢିଲନ୍ ୭ ଅଗଷ୍ଟ ୧୯୬୯ - ୧୯ ମାର୍ଚ୍ଚ ୧୯୭୧
- ଉପ ବାଚସ୍ପତି:
- ଆର୍. କେ. ଖଦିଲକର ୨୮ ମାର୍ଚ୍ଚ ୧୯୬୭ - ୧ ନଭେମ୍ବର ୧୯୬୯
- ଜି. ଜି. ସ୍ୱେଲ ୯ ଡିସେମ୍ବର ୧୯୬୯ - ୨୭ ଡିସେମ୍ବର ୧୯୭୦
- ମହା ସଚିବ:
- ଏସ୍. ଏଲ୍. ଶକଧର ୨ ସେପ୍ଟେମ୍ବର ୧୯୬୪ - ୧୮ ଜୁନ ୧୯୭୭[୨]
ଆଧାର
[ସମ୍ପାଦନା]- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
- ↑ "Fourth Lok Sabha". Lok Sabha Secretariat, New Delhi. Archived from the original on 21 ଅକ୍ଟୋବର 2013. Retrieved 12 ଜାନୁଆରୀ 2010.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୪ର୍ଥ ଲୋକ ସଭା
ବାବଦରେ ମାଧ୍ୟମ ରହିଛି ।