ଯୋଗେଶ ଚନ୍ଦ୍ର ସିଂହ ଦେଓ

ଉଇକିପିଡ଼ିଆ‌ରୁ
ଯୋଗେଶ ଚନ୍ଦ୍ର ସିଂହ ଦେଓ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀପ୍ରତାପ କେଶରୀ ଦେଓ, କରୁଣାକର ଭୋଇ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୮ ଡିସେମ୍ବର ୧୯୯୨(୧୯୯୨-୧୨-୨୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀଅବନ୍ତିକା ଦେବୀ
ବାପା/ବୋଉଦୁର୍ଗା ମାଧବ ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଯୋଗେଶ ଚନ୍ଦ୍ର ସିଂହ ଦେଓ (ମୃତ୍ୟୁ: ୨୮ ଡିସେମ୍ବର ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଯୋଗେଶ ଚନ୍ଦ୍ର ସିଂହ ଦେଓଙ୍କ ବାପାଙ୍କ ନାମ ଦୁର୍ଗା ମାଧବ ସିଂହ ଦେଓ ଓ ପତ୍ନୀଙ୍କ ନାମ ଅବନ୍ତିକା ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଯୋଗେଶ ଚନ୍ଦ୍ର ସିଂହ ଦେଓ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଯୋଗେଶ ୧୯୯୨ ମସିହାର ଡିସେମ୍ବର ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Jogesh Chandra Singh Deo". odishaassembly.nic.in. Odisha Assembly. Retrieved 15 May 2021.